Pratidin TV

Odisha's Digital News Platform

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା ; ଜାଣନ୍ତୁ ଖୋଲିବ କେବେ ?

ଭୁବନେଶ୍ୱର : ଆଜିଠୁ ବନ୍ଦ ପର୍ଯ୍ୟଟକକଙ୍କ ପାଇଁ ବନ୍ଦ ହେଲା ଭିତରକନିକା । ଏହି ସମୟରେ କୁମ୍ଭୀର ମାନଙ୍କ ପ୍ରଜନନ ୠତୁ ଆରମ୍ଭ ହୋଇଥାଏା ଭିତରକନିକାର ଜୁଆରିଆର ଉପର ସ୍ଥାନରେ କୁମ୍ଭୀରମାନେ ଅଣ୍ଡା ଦେଇ ଛୁଆ ଫୁଟାଇଥାନ୍ତି।

ଏନେଇ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ୩ମାସ ଧରି ଭିତରକନିକାକୁ ବନ୍ଦ ରଖାଗଲା । ତେବେ ଏହି ସମୟରେ କୁମ୍ଭୀର ପୂର୍ବ ଅପେକ୍ଷା ଅଧିକ ହ୍ରିଂସ ହୋଇଯାଆନ୍ତି।

ସରକାରୀ ତଥ୍ୟ ଅନୁସାରେ ଭିତରକନିକାରେ ପ୍ରବାହିତ ନଦୀ ନାଳରେ ବତର୍ତ୍ତମାନ ୧୭୯୩ଟି କୁମ୍ଭୀର ଅଛନ୍ତି ।

Leave a Reply

Your email address will not be published. Required fields are marked *