Pratidin TV

Odisha's Digital News Platform

୯ ଦିନ ବନ୍ଦ ରହିବ ଭିତରକନିକା , ପିକନିକ୍ ପ୍ଲାନିଂ କରିବା ପୂର୍ବରୁ ଜାଣିନିଅନ୍ତୁ …

ଭୁବନେଶ୍ୱର ; ଭିତରକନିକା ପିକନିକ୍ ପ୍ଲାନିଂ କରୁଛନ୍ତି କି ! କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତର କନିକା । ଜାନୁଆରୀ ୫ ରୁ ୧୩ ତାରିଖ ଯାଏଁ ବନ୍ଦ ରହିବ ଅଭୟାରଣ୍ୟ । ଏହି କୁମ୍ବୀର ଗଣନାରେ ସ୍ଥାୟୀ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ବୋଟ୍ ଚଳାଚଳ ଉପରେ କଟକଣା ଲାଗିବା ସହ ପର୍ଯ୍ୟଟକ ମାନଙ୍କ ପାଇଁ ୯ ଦିନ ବନ୍ଦ ରଖାଯିବ ।

Leave a Reply

Your email address will not be published. Required fields are marked *