Pratidin TV

Odisha's Digital News Platform

ପଡିଲା ଲକ୍ଷ୍ମୀଙ୍କ କୋପ ,ଚାଲିଗଲା କୁବେର ଧନ ; ବନ୍ଧା ହେଲେ ଭୁବନେଶ୍ୱରର କୋଟିପତି ଅଧିକାରୀ..

1 min read

ଭୁବନେଶ୍ୱର ; ଗୁରୁବାର ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ରେଡ୍ ପକାଇଥିଲା ଭିଜିଲାନ୍ସ । ଆଉ ଆଜି ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ତାଙ୍କୁ ଗିରଫ କଲା ଭିଜିଲାନ୍ସ । ଭୁବନେଶ୍ୱର ଘର, କାର୍ଯ୍ୟାଳୟ ଓ ବ୍ରହ୍ମପୁର ସମେତ ୮ ସ୍ଥାନରେ ଚାଲିଥିଲା ଚଢ଼ାଉ ।

ଆହୁରୀ ପଢନ୍ତୁଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ , ଏକକାଳୀନ ୮ଟି ସ୍ଥାନରେ ଚଢାଉ …..

Advertisement

ରେଡ ବେଳେ ଭୁବନେଶ୍ଵରରେ ୨ ଫ୍ଲାଟ୍, ଦୁଇ ଅଟାଳିକା, ୫ ପ୍ଲଟ ଠାବ ହୋଇଛି । ଏହା ସହ ଗୋଟିଏ ଦାମୀ ଚାରି ଚକିଆ ଯାନ, ୫୩୬ ଗ୍ରାମର ସୁନା ଓ ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା ମଧ୍ୟ ମିଳିଛି । ଏହାବାଦ୍ ୧ କୋଟି ୪୮ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ ରଖିଥିଲେ ପ୍ରଶାନ୍ତ ।

Leave a Reply

Your email address will not be published. Required fields are marked *