Pratidin TV

Odisha's Digital News Platform

ଭୁବନେଶ୍ୱର କାଉଣ୍ଟିଂ ; ପ୍ରଥମ ରାଉଣ୍ଡରେ ଅପରାଜିତାଙ୍କ ହାତରେ ବାଜି ।

ଚାଲିଛି ଗଣତି ବଢୁଛି ନେତାଙ୍କ ହାର୍ଟବିଟ୍ । ଆଜି କାହା ମୁଣ୍ଡରେ ସୁନା କଳସ ଢାଳିବ ହାତି । ୫ ବର୍ଷ ପାଇଁ କିଏ କରିବ ରାଜୁତି। ଆଜି ବାଲାଟ୍ ଗଣତିର ଅଧଘଣ୍ଟା ପରେ ଇଭିଏମ୍ ଗଣତି ଆରମ୍ଭ ହୋଇଛି। ରାଜ୍ୟର ବିଧାନସଭା ଓ ଲୋକସଭା ସିଟ୍ କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିଛି। ରାଜ୍ୟରେ ୭୦ଟି କେନ୍ଦ୍ରରେ ଚାଲିଛି ଭୋଟ ଗଣତି । ପ୍ରଥମ ରାଉଣ୍ଡ ଗଣତିରେ ଭୁବନେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗୁଆ ଅଛନ୍ତି।

Leave a Reply

Your email address will not be published. Required fields are marked *