Pratidin TV

Odisha's Digital News Platform

(video)ଲବଙ୍ଗ ଦେଇ ମହିଳାମାନଙ୍କୁ ଚୂନ ଲଗାଉଥିଲେ ଭଣ୍ଡ ନିଲାମ୍ବର , ବାନ୍ଧିଲା କମିଶନରେଟ୍ ପୋଲିସ ….

ଭୁବନେଶ୍ୱର ; ଆପଣ ଗରିବ ଥିଲେ ଧନି କରିଦେବି , ନିସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବ । ଏଭଳି କଥା କହି ଭାବବ୍ୱିହଳ ଲୋକମାନଙ୍କୁ ଠକି ଚୂନ ଲଗାଉଥିଲେ ଭଣ୍ଡ ବାବା ନିଳାମ୍ବର । ନିକଟରେ ଜଣେ ସମ୍ଭ୍ରାନ୍ତ ଶ୍ରେଣୀର ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ବନ୍ଦ ଘରକୁ ଡାକି ପାଟିରେ ଲବଙ୍ଗ ଜାକିବାକୁ କହି ତାଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ମହିଳା ଜଣଙ୍କ ଥାନାର ଦ୍ୱାରସ୍ତ ହୋଇଥିଲେ , ତେବେ ଅଭିଯୋଗ ପରେ କମିଶନରେଟ୍ ପୋଲିସ ତୁରନ୍ତ ଏହି ଭଣ୍ଡ ନିଳାମ୍ବରକୁ ଭଦ୍ରକରୁ ଗିରଫ୍ କରିଛି ।

Leave a Reply

Your email address will not be published. Required fields are marked *