Pratidin TV

Odisha's Digital News Platform

ମାଲିକ ଘରୁ ଲୁଟ୍ ହେଲା ଝିଅ ବାହାଘର ସୁନା , ଭଡାଟିଆଙ୍କ ଉପରେ ଲଗାଇଲେ ଚୋରୀର ଦୋଷ ……

1 min read

ଭୁବନେଶ୍ୱର ; ପିକନିକ୍‌ରେ ଯାଇଥିଲା ଘର ମାଲିକଙ୍କ ପରିବାର , ଘରେ ପଶି ନେଇଗଲେ ଝିଅ ବାହାଘର ସୁନା । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନ ଚକେଇସିଆଣିରେ ଏଭଳି ବଡ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ତେବେ ସମୃକ୍ତ ମାମଲାରେ ଘର ମାଲିକ ଦୀର୍ଘ ୬ ବର୍ଷରୁ ରହିଆସିଥିବା ଭଡାଟିଆଙ୍କ ଉପରେ ଲଗାଇଛନ୍ତି ଚୋରୀର ଦୋଷ । କିନ୍ତୁ ଏହାକୁ ଖଣ୍ଡନ କରି କଣ କହୁଛନ୍ତି ଭଡାରେ ରହୁଥିବା ମହିଳା ଚାଲନ୍ତୁ ଜାଣିବା …..

also read ରାଜଧାନୀରେ ମାତିଛନ୍ତି ଲୁଟେରା ; ପିକନିକ୍‌ରେ ଯାଇଥିଲା ପରିବାର , ଘରେ ପଶି ନେଇଗଲେ ବାହାଘର ସୁନା …….

Advertisement

Leave a Reply

Your email address will not be published. Required fields are marked *