Pratidin TV

Odisha's Digital News Platform

ଓଡିଶା ସରକାରଙ୍କ ବଡ ଘୋଷଣା , ରାସନ କାର୍ଡଧାରୀଙ୍କୁ ମିଳିବ ୧୦୦୦ ଟଙ୍କା …..

1 min read

ଭୁବନେଶ୍ୱର ; ଓଡିଶା ସରକାରଙ୍କ ବଡ ଘୋଷଣା । ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିବା ସମସ୍ତ ପରିବାର ଯଥା ରାସନକାର୍ଡଧାରୀଙ୍କୁ ମିଳିବ ୧୦୦୦ ଟଙ୍କା ସହ ୨ଟି ବ୍ୟାଗ୍ । ଏଥିରେ ପ୍ରାୟ ୯୫.୯୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସୋମବାର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି ।ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୨୭ଟି ପ୍ରସ୍ତାବରେ ମୋହର ଲାଗିଛି । ମୋଟ ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ ଲାଗିଛି ମୋହର ।

କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ଲକ୍ଷ ଲକ୍ଷ ପରିବାରକୁ ମିଳିବାକୁ ଯାଉଛି ବଡ ଫାଇଦା ।

Advertisement

Leave a Reply

Your email address will not be published. Required fields are marked *