ରାସ୍ତାରେ ଗଲାବେଳେ ଲୋକଙ୍କ ଫଟୋ ଉଠାନ୍ତି ବିଗ ବି; ଏହାର ଖୁଲାସା କଲେ ପୁଅ ଅଭିଷେକ
1 min readଟିଭିର ପ୍ରସିଦ୍ଧ ଶୋ ‘କୌନ ବନେଗା କରୋଡ଼ପତି-୧୬’ ଏବେ ଖୁବ ଲୋକପ୍ରିୟ ସାଜିଛି | ପ୍ରତ୍ୟକ ଥର ପରି ଏଥର ମଧ୍ୟ ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ ଏହିଂ ଶୋ ଆୟୋଜନ କରୁଥିବା ଦେଖିବାକୁ ମିଳିଛି | ଏହି ସମୟରେ ଅଗାମିନୀ ଏପିସୋଡ଼ରେ ବିଗ ବି ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ହଟ ସିଟରେ ବସିଥିବାର ନଜର ଆସିବେ |
ବାସ୍ତବରେ ଅଭିଷେକ ବଚ୍ଚନଙ୍କର ଆଗାମୀ ଚଳଚିତ୍ର ‘I Want To Talk’ ଫିଲ୍ମ ପ୍ରମୋଟ କରୁଥିବାର ଏହି ଶୋରେ ଦେଖିବାକୁ ମିଳିବ | ତେବେ ଏହି ଏପିସୋଡ଼ରେଅଭିନେତା ତାଙ୍କ ପିତା ଅମିତାଭ ବଚ୍ଚନଙ୍କର ଅନେକ କିଛି ଜିନିଷ ଖୁଲାସା କରିବାକୁ ଯାଉଛନ୍ତି |
ତେବେ ଏହି ଏପିସୋଡ଼ର ପ୍ରୋମୋ ଚାଲୁଥିବା ସମୟରେ ଦେଖିବାକୁ ମିଳିଛି, ଯେଉଁଥିରେ ଅଭିନେତା ଅଭିଷେକ ବଚ୍ଚନ ଏବଂ ବିଗ ବିଙ୍କୁ ପଚରାଯାଇଥିଲା, ୨ ଜଣଙ୍କ ମଧ୍ୟରେ କିଏ ଭଲ ଡ୍ରାଇଭ କରନ୍ତି | ଏହାପରେ ଅମିତାଭ ହାତ ବଢାଇଥିଲେ, ସେହି ସମୟରେ ଅଭିଷେକ ତାଙ୍କ ଆଡକୁ ହାତ ଡେ଼ଇଖାଇ କହିଥିଲେ ପା ଦୟାକରି କହି ଅଟକାଇ ଦେଇଥିଲେ |
ଅଭିଷେକ ତା’ ପରେ କହଗିଥିଲେ, କେହି ଯଦି ଭୁଲ ରାସ୍ତରେ ଯାଉଥାନ୍ତି ତେବେ ଅମିତବ ହଁ ତାଙ୍କ ଫୋନ କାଢି ଫଟୋ ଉଠାଇଥାନ୍ତି | ଆଉ କହିଥାନ୍ତି ଏହି ଫଟୋ ମୁଁ ଟ୍ରାଫିକ ପୋଲିସଙ୍କୁ ପଠାଇବି | କିନ୍ତୁ ଟ୍ରାଫିକ ଭାଙ୍ଗୁଥିବା ବା ନିୟମ ଭାଙ୍ଗୁଥିବା ଲୋକ ଭାବନ୍ତି ଅମିତାଭ ବଢେ ତାଙ୍କର ସେଲଫି ନେଉଛନ୍ତି | ଏହା ଶୁଣିବା ପିସାରେ ଶଁଗୋରେ ଉପସ୍ଥିତ ଥିବା ସମସ୍ତେ ଜୋରରେ ହସିବାକୁ ଲାଗିଥିଲେ |