Pratidin TV

Odisha's Digital News Platform

ହଠାତ ମଝି ରାସ୍ତାରେ ବଢୁଛି ରହସ୍ୟମୟୀ ଗର୍ତ୍ତ…ଜଣାନ୍ତୁ କ’ଣ ରହିଛି କାରଣ ?

1 min read

କିଛି ଦିନ ପୂର୍ବରୁ ରାଜସ୍ଥାନ ଵିକନାରେ ଜିଲ୍ଲାର ଲଙ୍କାରନସର ତହସିଲ ଅଞ୍ଚଳର ସାହାଜାରସର ଗ୍ରାମରେ ୧.୫ ବିଗା ଜମି ୧00 ଫୁଟ ମାଟି ଧସିଯାଇଛି | ମାଟି ଧସିଯିବା ପରେ ଏଠାରେ କିଛି ଅଲଗା ଦୃଶ୍ୟ ଦେଖିବକୁ ମିଳିଥିଲା | ହଠାତ ମାଟି ଧସିଯିବର କାରଣ ଏଯାଏଁ ଜଣାପଡିନାହିଁ | ଏବଂ ସ୍ଥର ଏକ ରାସ୍ତା ଥିବାରୁ ସେତ ମଧ୍ୟ ଧସିଯାଇଛି | ଏହି ମାଟି ଧସିବ ଫଳରେ ଲୋକଙ୍କ ଭିଡ ଲାଗିଛି, ଲୋକମାନେ ଏଠାରେ ଆସି ରିଲସ କରିବା ଆରମ୍ଭ କରିଥିଲା | ଏହି ଘଟଣା ଘଟିବ ପରେ ପ୍ରଶାସନ ଯାଇ ସେଠାରେ ପହଞ୍ଚି ଥିଲା | ପରେ ଏହାଦ୍ୱାରା କିଛିବି ଅଘଟଣ ନ ଘଟୁ ବୋଲି ସେମାନେ ଏହି ସ୍ଥାନରେ ୧୪୪ ଧାରା ଲଗାଇଦେଲା | ଏବଂ ସେଠାରେ ପୋଳିଏକୁ ଜଗିବା ପାଇଁ ଡ୍ୟୁଟି ଦିଆଯାଇଛି |

ଏହି ଜଘଟଣାପରେ ଵିକନେର ଜିଲ୍ଲା ପ୍ରଶାସନ ଏବଂ ଭୂଗର୍ଭ ବିଶେଷଜ୍ଞମାନେ ଯାଞ୍ଚ ଆରମ୍ବ କରିଛନ୍ତି | ଜିଲ୍ଲା କଲେକ୍ଟର ନମ୍ରତା ବିଷ୍ଣୁ କହିଥିଲେ କି ବହୁତ ପୂର୍ବରୁ ଏହି ସ୍ଥାନରେ କୂଅ ଥିଲା ସଥିପାଇଁ ବଢେ ମାଟି ଧସିବାରେ ଲାଗିଛି | ଆଖପାଖ ଲୋକ ଏହି ଘଟଣା ବିଷୟରେ କହିବାକୁ ଯାଇ କହିଥିଲେ, ପୂର୍ବରୁ ଏଠାରେ ବିଜୁଳି ପଡିଥିଲା | ଯାହାଫଳରେ ଏହି ସ୍ଥାନକୁ ବିଜୁଳି ଗର୍ତ୍ତ କୁହାଯାଇଥିଲା | ବର୍ତ୍ତମାନ ଭୂଗର୍ଭ ବୈଜ୍ଞାନିକମାନେ ସବୁ ଆଡୁ ଦେଖି ଯାଞ୍ଚ କରୁଛି ଏବଂ ୧.୫ ବିଗା ଜମି ୧00 ଫୁଟ ମାଟି ଧସିଯିବାର କାରଣ ଖୋଜୁଛି |

Advertisement

Leave a Reply

Your email address will not be published. Required fields are marked *