Pratidin TV

Odisha's Digital News Platform

ମାଷ୍ଟରଡିଗ୍ରୀ କରିଥିବା ଆଶାୟୀଙ୍କ ପାଇଁ ବଡ ସୁଯୋଗ : ICAR ରେ ବାହାରିଲା ନିଯୁକ୍ତି ….

1 min read

ICAR IARI Recruitment ୨୦୨୪ ; ମାଷ୍ଟରଡିଗ୍ରୀ କରିଥିବା ଯୁବକ ଯୁବତୀଙ୍କ ପାଇଁ ବଡ ସୁଯୋଗ । ଏହି ସରକାରୀ ଚାକିରୀ କରନ୍ତୁନି ହାତଛଡା । ଦରମା ୫୪ ହଜାର ।

ରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ICAR) ରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଖାଲି ନପଡିଛି ୧୫ ଟି ପଦବୀ , ଯୋଗ୍ୟତା ଦେଖି ଶୀଘ୍ର କରିଦିଅନ୍ତୁ ଆବେଦନ । ICAR IARI ରେ ରିସର୍ଚ୍ଚ ଆସୋସିଏଟ୍ ( RA), ସିନିୟର ରିସର୍ଚ୍ଚ ଫେଲୋ (SRF) ଏବଂ ୟଙ୍ଗ୍ ପ୍ରଫେସନାଲ୍ II (YP) ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।

Advertisement

ଆଗ୍ରହୀ ପାର୍ଥୀ ICAR IARI ର ଅଫିସିଆଲ୍ ୱେବ୍ସାଇଟ୍ iari.res.in କୁ ଯାଇ ଆବେଦନ କରିପାରିବେ।

ଶେଷ ତାରିଖ – ୧୨ମେ ୨୦୨୪

ଖାଲି ପଡିଥିବା ପଦବୀ –
ରିସର୍ଚ୍ଚ ଆସୋସିଏଟ୍ (RA) – ୦୪ଟି ପୋଷ୍ଟ
ସିନିୟର ରିସର୍ଚ୍ଚ ଫେଲୋ (SRF)– ୦୬ଟି ପୋଷ୍ଟ
ୟଙ୍ଗ୍ ପ୍ରଫେସନାଲ୍ II (YP)– ୦୪ଟି ପୋଷ୍ଟ
ୟଙ୍ଗ୍ ପ୍ରଫେସନାଲ୍ II (IT) – ୦୧ଟି ପୋଷ୍ଟ

ଯୋଗ୍ୟତା:
ରିସର୍ଚ୍ଚ ଆସୋସିଏଟ୍ (RA) – ଚଷୟ ଡିଗ୍ରୀ
ସିନିୟର ରିସର୍ଚ୍ଚ ଫେଲୋ (SRF) – ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ
ୟଙ୍ଗ୍ ପ୍ରଫେସନାଲ୍ II – ପୋଷ୍ଟ୍ ଗ୍ରାଜୁଏଟ୍

ବୟସ ସୀମା:
ରିସର୍ଚ୍ଚ ଆସୋସିଏଟ୍ (RA) – ୪୦ରୁ ୪୫ ବର୍ଷ
ସିନିୟର ରିସର୍ଚ୍ଚ ଫେଲୋ (SRF) – ୩୫ରୁ ୪୦ ବର୍ଷ
ୟଙ୍ଗ୍ ପ୍ରଫେସନାଲ୍ II – ୨୧ରୁ ୪୫ ବର୍ଷ

ଦରମା:
ରିସର୍ଚ୍ଚ ଆସୋସିଏଟ୍ (RA) – ୫୪,୦୦୦ ଟଙ୍କା
ସିନିୟର ରିସର୍ଚ୍ଚ ଫେଲୋ (SRF) – ୩୫,୦୦୦ ଟଙ୍କା
ୟଙ୍ଗ୍ ପ୍ରଫେସନାଲ୍ II – ୪୨,୦୦୦ ଟଙ୍କା

ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମା -https://iari.res.in/bms/announcements/jobs.php

Leave a Reply

Your email address will not be published. Required fields are marked *