Pratidin TV

Odisha's Digital News Platform

ସୁନା-ରୁପା ଦରରେ ବଡ ପରିବର୍ତ୍ତନ; ଜାଣନ୍ତୁ କେତେ ବଢ଼ିଲା ଦାମ

ଗୁରୁବାର ଦିନ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି | ସୁନା ସହିତ ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ଘରୋଇ ଫ୍ୟୁଚର ବଜାରରେ ବୃଦ୍ଧି ସହିତ ସୁନା ଏବଂ ରୂପା ମୂଲ୍ୟ ମଧ୍ୟ କାରବାର କରୁଥିବା ଦେଖିବାକୁ ମିଳିଛି | ଗୁରୁବାର ଦିନ ବାଣିଜ୍ୟରେ ସୁନାରେ ବିଶ୍ୱ ମୂଲ୍ୟରେ ବୃଦ୍ଧି ଘଟିଛି। ସୁନା ସହିତ ରୂପା ମୂଲ୍ୟରେ ବିଶ୍ୱ ବଜାରରେ ମଧ୍ୟ ବୃଦ୍ଧି ଘଟିଛି। ଆଜି 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,410 ଟଙ୍କା | ଆଜି ମୂଲ୍ୟରେ ପରିବର୍ତ୍ତନ ଆସିଛି | ତେବେ ଆଗାମୀ ଦିନରେ ସୁନା ଦର ବୃଦ୍ଧି ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଆଜି ମୂଲ୍ୟରେ ପରିବର୍ତ୍ତନ ଆସିଛି | ତେବେ ଆଗାମୀ ଦିନରେ ସୁନା ଦର ବୃଦ୍ଧି ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର । ବର୍ତ୍ତମାନ ସୁନା ଦର ବଢିଛି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୨୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୧୬୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୧୬ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୭୨୮ ଟଙ୍କା ରହିଛି।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୧୬୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୧୬ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୭୨୮ ଟଙ୍କା ରହିଛି । ଏହାଛଡା ରୁପା ଦର ହ୍ରାସ ପାଇଛି । ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୩ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୪୭ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୩୪୦ ଓ ୧ କେଜି ପିଛା ୯୩,୪୦୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *