Pratidin TV

Odisha's Digital News Platform

ଆରମ୍ଭ ହୋଇଗଲା ବିଗ୍ ବସ୍ ୧୭ର ଗ୍ରାଣ୍ଡ ଫାଇନାଲ୍; ବିଜେତାର ଅପେକ୍ଷାରେ ପ୍ରଶଂସକ….

1 min read

ବିଗ୍ ବସ୍ ୧୭ ଗ୍ରାଣ୍ଡ ଫାଇନାଲ୍ ଦିନ ଶେଷରେ ଆସିଗଲା | ଶେଷରେ ଆସିଗଲା ସେ ଦିନ ଯେଉଁ ଦିନ ବିଗ୍ ବସ୍ ୧୭ ରେ ପ୍ରତିଯୋଗୀ ମଧ୍ୟରୁ ବିଜେତା ଜଣାପଡିବ | ଏହି ଦିନକୁ ପ୍ରତିଯୋଗୀଙ୍କ ସହ ପ୍ରଶଂସକ ମଧ୍ୟ ବହୁ ସମୟ ଧରି ଅପେକ୍ଷା କରିଥିଲେ|

ବିଗ୍ ବସ୍ ୧୭ ଗ୍ରାଣ୍ଡ ଫାଇନାଲ୍ ରେ ଏବେ ୫ ପ୍ରତିଯୋଗୀ ଅଛନ୍ତି | ଏମାନଙ୍କ ମଧ୍ୟରୁ ଜଣେ ବିଜେତା ହେବେ ଯାହା ଆଜି ଜଣା ପଡିବ | ଏହି ୫ଜଣ ଫାଇନାଲିଷ୍ଟ ପ୍ରତିଯୋଗୀ ହେଉଛନ୍ତି ଅଙ୍କିତ ଲୋଖଣ୍ଡେ, ଅରୁଣ ମାଶେଟି, ଅଭିଷେକ କୁମାର, ମୁନାୱାର ଫରୁକି ଓ ମନ୍ନାରା ଚୋପ୍ରା | ଆରମ୍ଭ ହୋଇସାରିଛି ବିଗ୍ ବସ୍ ୧୭ ଗ୍ରାଣ୍ଡ ଫାଇନାଲ୍ | ଘର ଭିତରେ ପହଁଚି ସାରିଛନ୍ତି ଭାରତୀ ସିଂ ଓ କୃଷ୍ଣ ଅଭିଷେକ ମଜା କରୁଥିବାର ଦେଖିବାକୁ ମିଳିଲାଣି |

Advertisement

Leave a Reply

Your email address will not be published. Required fields are marked *