Pratidin TV

Odisha's Digital News Platform

ବିଜେଡିର ୧୬ ଜଣିଆ ନୂଆ ମିଡିଆ ଟିମ୍; ଏହି ମାନଙ୍କୁ ମିଳିଲା ସୁଯୋଗ

ବିଜେଡିର ନୂଆ ମିଡିଆ ସେଲ ଘୋଷଣା।  ୧୬ ଜଣିଆ ମିଡିଆ ସେଲ ଘୋଷଣା କରିଛି ବିଜୁ ଜନତା ଦଳ । ନୂଆ   ମିଡିଆ ସେଲରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ  ରମେଶ ବେହେରା, ମନ୍ମଥ ରାଉତରାୟ ତୁମ୍ବନାଥ ପଣ୍ଡା ,  ଗୌତମବୁଦ୍ଧ ଦାସ, ସରଦା ଜେନା, ଲତିକା ପ୍ରଧାନ  ମିହିର ରାୟ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ସୋଫିଆ ଅଲାମ , ଇରାନୀ ରାୟ, ବିଶ୍ବପ୍ରତାପ ସାହୁ ଏବଂ ଅରୁଣ ଶ୍ରୀଚନ୍ଦନ ସାମିଲ କରାଯାଇଛି  ।

Leave a Reply

Your email address will not be published. Required fields are marked *