Pratidin TV

Odisha's Digital News Platform

ହାରିଲେ ବିକ୍ରମ ଆରୁଖ , ଜିତିଲେ ପ୍ରଦ୍ୟୁମ୍ନ ..

1 min read

ଓଡ଼ିଶାରେ ଏଥର ବିଜେଡି ଯାହା ଆଶା କରିଥିଲା ତାହା ଧୂଳିସାତ ହୋଇଯାଇଛି | ବିଜେଡିର ଟାଣୁଆ ନେତା ତଥା ଭଞ୍ଜନଗରରୁ ବିଧାୟକ ଥିବା ବିକ୍ରମ ଆରୁଖ ପରାସ୍ତ ହୋଇଛନ୍ତି | ବିଜେପିର ପ୍ରଦ୍ୟୁମ୍ନ ନାୟକ ବିଜେଡିର ହେବିୱେଟ ନେତା ବିକ୍ରମ ଆରୁଖଙ୍କୁ ପରାସ୍ତ କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *