Pratidin TV

Odisha's Digital News Platform

ବରିଷ୍ଠ ବିଜେଡି ନେତା ଦାମ ରାଉତ ଗୁରୁତର ଅସୁସ୍ଥ , ପୁଅ ସମ୍ବିତ ରାଉତରାୟ ଦେଲେ ସୂଚନା ।

1 min read

ଭୁବନେଶ୍ୱର ; ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଏବେ ଚିକିତ୍ସା ଚାଲିଥିବା ପୁଅ ସମ୍ବିତ ରାଉତରାୟ ଦେଲେ ସୂଚନା ।

୧୮ ତାରିଖ ରାତି ୧ ରେ ଦାମ ରାଉତ ହୃଦଘାତରେ ସୀକାର ହୋଇଥିଲେ । ତେବେ ତୁରନ୍ତ ପରିବାର ଲୋକେ ନିକଟସ୍ଥ କ୍ୟାପିଟ।ଲ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ତାଙ୍କୁ ସିପିଆର ମିଳିନଥିବା ନେଇ ପୁଅ ସମ୍ବିତ ଅଭିଯୋଗ କରିଛନ୍ତି ।

Advertisement

ଏହାପରେ ପରିବାର ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ସିପିଆର ଡେରିରେ ଦିଆଯିବାରୁ ଦାମ ରାଉତଙ୍କର ବ୍ରେନ ଡେଡ୍ ହୋଇ ଯାଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *