ଗଡ ଜିତିଲେ ଦୀପାଳି ଦାସ୍ , ଜାଣନ୍ତୁ ୧୯ ରାଉଣ୍ଡର ଫଳାଫଳ…
1 min readଭୁବନେଶ୍ୱର : ପୁଣି ଝାରସୁଗୁଡା ଗଡ ଜିତିଲା ବିଜେଡି । ଝାରସୁଗୁଡା ଉପନିର୍ବାଚନରେ ବାଜି ମାରିଲା ବିଜେଡି । ପଛରେ ପକାଇଲା ବିଜେପି ଓ କଂଗ୍ରେସକୁ । ସ୍ୱର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଦବଦବାକୁ ବଜାୟ ରଖିଲେ ଝିଅ ଦୀପାଳି । ବାପାଙ୍କ ମୃତ୍ୟୁ ପରେ ମଇଦାନକୁ ଓହ୍ଲାଇଥିଲେ ଦୀପାଳି । ସାଙ୍ଗରେ ଥିଲା ବାପାଙ୍କ ଆର୍ଶୀବାଦ୍ ଆଉ ନିଜର ଆତ୍ମବିଶ୍ୱାସ । ବର୍ତ୍ତମାନ ଝାରସୁଗୁଡା ବାସୀଙ୍କ ମନରେ ରାଜ୍ କଲେ ଦୀପାଳି , ଜିତିଲେ ଗଡ । ବାପାଙ୍କୁ ମାତ୍ ଦେଲେ ଦୀପାଳି ,୧ ଲକ୍ଷ ୭ ହଜାର ୩ ଭୋଟ ରେ ଜିତିଲେ ଝାରସୁଗୁଡା ଇଲେକ୍ସନ ।
୧ମ ରାଉଣ୍ଡ –
ବିଜେଡି -ଦୀପାଳି ଦାସ୍ – ୫ ହଜାର ୯୪୪
ବିଜେପି-ଟଙ୍କଧର ତ୍ରୀପାଠି-୩ ହଜାର ୨୩୮
କଂଗ୍ରେସ୍- ତରୁଣ ପାଣ୍ଡେ -୧୨୩
୨ୟ ରାଉଣ୍ଡ –
ବିଜେଡି -ଦୀପାଳି ଦାସ୍ –୧୧ ହଜାର ୨୫୬
ବିଜେପି-ଟଙ୍କଧର ତ୍ରୀପାଠି- ୬ହଜାର ୭୪୬
କଂଗ୍ରେସ୍- ତରୁଣ ପାଣ୍ଡେ-୨୬୩
୩ୟ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ –୧୭ ହଜାର ୫୪୩
ବିଜେପି-ଟଙ୍କଧର ତ୍ରୀପାଠି- ୯ ହଜାର ୯୧୦
କଂଗ୍ରେସ୍- ତରୁଣ ପାଣ୍ଡେ-୫୨୧
୪ର୍ଥ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ –୨୩ ହଜାର ୬୧୫
ବିଜେପି-ଟଙ୍କଧର ତ୍ରୀପାଠି-୧୩ ହଜାର ୪୩୭
କଂଗ୍ରେସ୍- ତରୁଣ ପାଣ୍ଡେ-୮୨୧
୫ମ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ – ୩୦ ହଜାର ୦୫୦
ବିଜେପି-ଟଙ୍କଧର ତ୍ରୀପାଠି- ୧୬ ହଜାର ୫୦୫
କଂଗ୍ରେସ୍- ତରୁଣ ପାଣ୍ଡେ-୧ ହଜାର ୧୫୦
୬ ଷ୍ଠ ରାଉଣ୍ଡ –
ବିଜେଡି -ଦୀପାଳି ଦାସ୍ –୩୫ ହଜାର ୬୦୯
ବିଜେପି-ଟଙ୍କଧର ତ୍ରୀପାଠି- ୧୯ ହଜାର ୮୫୮
କଂଗ୍ରେସ୍- ତରୁଣ ପାଣ୍ଡେ-୧ ହଜାର ୯୩୯
୭ମ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ –୪୦ ହଜାର ୧୯୫
ବିଜେପି-ଟଙ୍କଧର ତ୍ରୀପାଠି-୨୨ ହଜାର ୦୬୫
କଂଗ୍ରେସ୍- ତରୁଣ ପାଣ୍ଡେ-୨ ହଜାର ୩୫୫
୮ମ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ –୪୭ ହଜାର ୨୨୩
ବିଜେପି-ଟଙ୍କଧର ତ୍ରୀପାଠି-୨୫ ହଜାର ୫୫୭
କଂଗ୍ରେସ୍- ତରୁଣ ପାଣ୍ଡେ-୨ ହଜାର ୬୮୫
୯ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ –୫୧ ହଜାର ୭୮୦
ବିଜେପି-ଟଙ୍କଧର ତ୍ରୀପାଠି-୨୮,୧୯୦
କଂଗ୍ରେସ୍- ତରୁଣ ପାଣ୍ଡେ- ୨ ହଜାର ୮୨୩
୧୦ ରାଉଣ୍ଡ-
ବିଜେଡି -ଦୀପାଳି ଦାସ୍ –୫୭ ହଜାର ୬୫୦
ବିଜେପି-ଟଙ୍କଧର ତ୍ରୀପାଠି-୩୨ ହଜାର ୧୬୬
କଂଗ୍ରେସ୍- ତରୁଣ ପାଣ୍ଡେ-୩ ହଜାର ୦୬୬
୧୧ ରାଉଣ୍ଡ-
ବିଜେଡି –ଦୀପାଳି ଦାସ୍ -୬୩,୫୫୮
ବିଜେପି-ଟଙ୍କଧର ତ୍ରୀପାଠି-୩୫,୩୮୮
କଂଗ୍ରେସ୍- ତରୁଣ ପାଣ୍ଡେ-୩୨୦୮
୧୨ ରାଉଣ୍ଡ-
ବିଜେଡି –ଦୀପାଳି ଦାସ୍ -୭୧ , ୧୨୧
ବିଜେପି-ଟଙ୍କଧର ତ୍ରୀପାଠି-୩୯,୬୩୬
କଂଗ୍ରେସ୍- ତରୁଣ ପାଣ୍ଡେ-୩୪୬୯
୧୩ ରାଉଣ୍ଡ-
ବିଜେଡି –ଦୀପାଳି ଦାସ୍ -୭୬,୯୮୪
ବିଜେପି-ଟଙ୍କଧର ତ୍ରୀପାଠି-୪୨,୬୮୯
କଂଗ୍ରେସ୍- ତରୁଣ ପାଣ୍ଡେ-୩୬୬୪
୧୫ ରାଉଣ୍ଡ-
ବିଜେଡି – ଦୀପାଳି ଦାସ୍ -୮୯,୩୨୧
ବିଜେପି-ଟଙ୍କଧର ତ୍ରୀପାଠି-୪୯,୧୯୬
କଂଗ୍ରେସ୍- ତରୁଣ ପାଣ୍ଡେ-୩୯୭୩
୧୬ ରାଉଣ୍ଡ-
ବିଜେଡି – ଦୀପାଳି ଦାସ୍ -୯୪.୩୨୬
ବିଜେପି-ଟଙ୍କଧର ତ୍ରୀପାଠି-୫୧,୯୩୧
କଂଗ୍ରେସ୍- ତରୁଣ ପାଣ୍ଡେ-୪୧୩୩
୧୭ ରାଉଣ୍ଡ-
ବିଜେଡି – ଦୀପାଳି ଦାସ୍ -୧୦୦,୭୮୫
ବିଜେପି-ଟଙ୍କଧର ତ୍ରୀପାଠି-୫୫,୦୪୫
କଂଗ୍ରେସ୍- ତରୁଣ ପାଣ୍ଡେ-୪୨୭୬
୧୮ ରାଉଣ୍ଡ-
ବିଜେଡି – ଦୀପାଳି ଦାସ୍ –୧,୦୬୬୦୪
ବିଜେପି-ଟଙ୍କଧର ତ୍ରୀପାଠି-୫୮,୧୪୫
କଂଗ୍ରେସ୍- ତରୁଣ ପାଣ୍ଡେ-୪୪୬୩
୧୯ ରାଉଣ୍ଡ-
ବିଜେଡି – ଦୀପାଳି ଦାସ୍ –୧୦୭,୦୦୩
ବିଜେପି-ଟଙ୍କଧର ତ୍ରୀପାଠି-୫୮.୩୮୪
କଂଗ୍ରେସ୍- ତରୁଣ ପାଣ୍ଡେ-୪,୪୭୩