Pratidin TV

Odisha's Digital News Platform

ବିଜେପି ୫ମ ପର୍ଯ୍ୟାୟ ପ୍ରାର୍ଥୀ ଲିଷ୍ଟ ହେଲା ଘୋଷଣା…..ଓଡ଼ିଶାରୁ ୨୧ ପ୍ରାର୍ଥୀଙ୍କୁ କରାଯାଇଛି ଫାଇନାଲ

1 min read

ବିଜେପି ପଞ୍ଚମ ପର୍ଯାୟରେ ଲୋକସଭା ପ୍ରାର୍ଥୀମାନଙ୍କର ତାଲିକା ଘୋଷଣା କରିଛନ୍ତି | ଯେଉଁଥିରେ ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ନିମ୍ନଲିଖିତ କ୍ୟାଣ୍ଡିଡେଟ ମାନଙ୍କୁ ଫାଇନାଲ କରଯାଇଛି |

ତେବେ ପ୍ରଥମ ନାଁ ରହିଛି ବରଗଡ଼ର ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ମିଳିଛି ଟିକେଟ, ସୁନ୍ଦରଗଡାରୁ ମିଳିଛି ଜୁଏଲ ଓରାମଙ୍କୁ ଟିକେଟ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବ ଚରଣ ମାଝୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ବଲାଙ୍ଗିରରୁ ସଂଗୀତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କିଶୋରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ ଓ କୋରାପୁଟରୁ କାଳେରାମ ମାଝୀ ଏବଂ ପୁରୀରୁ ସମ୍ବିତ ପାତ୍ରଙ୍କୁ ମିଳିଛି ଟିକେଟ ।

Advertisement

ତେବେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନକୁ ମିଳିଛି ଟିକେଟ ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ରହିଛି |ଅନ୍ୟପଟେ ବୈଜୟନ୍ତ ପଣ୍ଡା ଲୋକସଭା ପାର୍ଥୀ ହୋଇଛନ୍ତି | ଏବଂ ରାଜଧାନୀ ଭୁବନେଶ୍ୱରରୁ ପୁଣି ଠାରେ ରିପଟରେ ପାର୍ଥୀ ଭାବରେ ଚୟନ ହୋଇଛନ୍ତି ଅପରଜିତା ଷଡ଼ଙ୍ଗୀ

Leave a Reply

Your email address will not be published. Required fields are marked *