Pratidin TV

Odisha's Digital News Platform

ବିଜେପି ଘୋଷଣା କଲା ବିଧାନସଭାର ୧୧୨ପ୍ରାର୍ଥୀ ତାଲିକା , ଜାଣନ୍ତୁ କିଏ ପାଇଲା କେଉଁଠୁ ଟିକେଟ୍ ?

1 min read

ବିଜେପି ଘୋଷଣା କଲା ବିଧାନସବାର ପ୍ରାର୍ଥୀ ତାଲିକା । ୧୧୨ଆସନରେ ପ୍ରାର୍ଥୀ ଦେଲା ବିଜେପି ।

ଦିଗପହଣ୍ଡିରୁ-ସିଦ୍ଧାନ୍ତ ମହାପାତ୍ର
ପଦ୍ମପୁରରୁ -ଗୋବର୍ଦ୍ଧନ ଭୋଇ
ବିଜେପୁରରୁ -ସନତଗଡତିଆ
ବରଗଡରୁ – ଅଶ୍ୱିନୀକୁମାରସାରଙ୍ଗି
ଅତବିରାରୁ – ନିହାରରଂଜନ ମହାନନ୍ଦା
ଭଟଲିରୁ -ଇରାଶିଷ ଆଚାର୍ଯ୍ୟ
ବ୍ରଜରାଜନଗରରୁ -ସୁରେଶ ପୂଜାରୀ
ଝାରସୁଗୁଡାରୁ -ଟଙ୍କଧରତ୍ରିପାଠୀ
ତଲସରାରୁ -ଭବାନୀଶଙ୍କରଭୋଇ
ସୁନ୍ଦରଗଡର-କୁସୁମଟେଟେ
ବୀରମିତ୍ରପୁରରୁ -ଶଙ୍କରଓରାମ
ରଘୁନାଥପଲ୍ଲୀରୁ- ଦୁର୍ଗାଚରଣତନ୍ତୀ
ରାଜଗାଙ୍ଗପୁରରୁ -ନରସିଂହମିଞ୍ଜ
ବଣାଇରୁ -ସେବତୀ ନାଏକ
କୁଚିଣ୍ଡାରୁ-ରବିନାରାୟଣ ନାଇକ
ରେଙ୍ଗାଲି – ନାଉରୀ ନାୟକ
ସମ୍ବଲପୁରରୁ-ଜୟନାରାୟଣମିଶ୍ର
ରେଢାଖୋଲରୁ- ଦେବେନ୍ଦ୍ରମହାପାତ୍ର
ଦେବଗଡରୁ-ସୁଭାଷଚନ୍ଦ୍ର ପାଣିଗ୍ରାହୀ
ଆନନ୍ଦପୁରରୁ -ଆଲୋକକୁମାରସେଠୀ
କେନ୍ଦୁଝରର-ୁମୋହନ ଚରଣମାଝୀ
ଯଶୀପୁରରୁ-ଗଣେଶରାମସିଂହଖୁଣ୍ଟିଆ
ଉଦଳାରୁ-ଭାସ୍କରମଢେଇ
ବଡସାହିର ୁ- ସନାତନ ବିଜୁଳି
ବାରିପଦାରୁ -ପ୍ରକାଶସୋରେନ
ମୋରଡାରୁ- କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱରରୁ -ବ୍ରଜ ପ୍ରଧାନ
ବାଲେଶ୍ୱରରୁ-ମାନଓ ଦତ୍ତ
ରେମୁଣାରୁ-ଗୋବିନ୍ଦ ଦାସ
ସୋରରୁ -ରାଜେନ୍ଦ୍ର ଦାସ
ସିମୁଳିଆରୁ-ପଦ୍ମଲୋଚନ ପଣ୍ଡା
ଭଦ୍ରକରୁ -ସିତାଂଶୁଶେଖରମହାପାତ୍ର
ଧାମନଗରରୁ-ସୁର୍ଯ୍ୟବଂଶୀସୁରଜ
ଚାନ୍ଦବାଲିରୁ-ମନମୋହନ ସାମଲ
ବିଞ୍ଝାରପୁରରୁ-ବବିତାମଲ୍ଲିକ
ବଡଚଣାରୁ -ଅମରକୁମାର ନାଏକ
ଧର୍ମଶାଳାରୁ -ସ୍ମୃତିରେଖା ପାହୀ
ଯାଜପୁରରୁ-ଗୌତମରୟ
କୋରେଇରୁ -ଆକାଶ ଦାସ ନାୟକ
ସୁକିନ୍ଦାରୁ -ପ୍ରଦୀପ ବାଲାସମନ୍ତତା
ଢେଙ୍କାନାଳରୁ -କୃଷ୍ଣ ଚନ୍ଦ୍ର ପାତ୍ର
କାମାକ୍ଷାନଗରରୁ-ଶତୃଘ୍ନ ଜେନା
ପରଜଂଗରୁ -ବିଭୁତିଭୂଷଣ ପ୍ରଧାନ
ପାଲଲହଡାରୁ- ଅଶୋକମହାନ୍ତି
ତାଳଚେରରୁ-କାଳନ୍ଦି ଚରଣ ସାମଲ
ଅନୁଗୋଳରୁ- ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦାରୁ- ଅଗସ୍ତିବେହେରା
ଆଠମଲ୍ଲିର-ୁସନ୍ଦୀପ ସାହୁ
ବୀରାମହାରାଜପୁରରୁ-ରଘୁନାଥ ଜଗଦଲା
ସୋନପୁରରୁ -ପ୍ରମୋଦ ମହାପାତ୍ର
ଲୋଇସିଂହାରୁ -ମୁକେଶମହଲିକ
ପାଟନାଗଡରୁ -କନକ ବର୍ଦ୍ଧନ ସିଂହ ଦେଓ
ବଲାଙ୍ଗୀରରୁ-ଗୋପାଳଜୀ ପାଣିଗ୍ରାହୀ
ଟିଟଲାଗଡରୁ- ନବୀନ ଜେନ
କଣ୍ଟାବାଞ୍ଝିରୁ-ଲକ୍ଷ୍ନଣବାଗ
ନୂଆପଡାରୁ -ଅଭିନନ୍ଦନ ବାଗ
ଖରିଆରରୁ -ନିତେଶ କୁମାର ବଗର୍ତୀ
ଉମରକୋଟରୁ -ନିତ୍ୟାନନ୍ଦ ଗୋଣ୍ଡ
ନବରଙ୍ଗପୁରରୁ-ଗୌରୀ ଶଙ୍କର
ଲାଞ୍ଜିଗଡରୁ-ରମେଶ ଚନ୍ଦ୍ରମାଝୀ
ଗଜୁନାଗଡରୁ- ମନୋଜକୁମାରବେହେରା
ଧର୍ମଗଡରୁ -ସୁଧୀର ପଟ୍ଟଯୋଶୀ
ଭବାନୀପାଟଣାରୁ -ପ୍ରଦୀପ କୁମାର ନାଏକ
ନରଲାରୁ -ଅନିରୁଦ୍ଧ ପ୍ରଧାନ
ବାଲିଗୁଡାରୁ-କଳ୍ପନାକୁମାରକନହର
ଜି ଉଦଗିରିରୁ-ମନଗୋବିନ୍ଦା ପ୍ରଧାନ
ଫୁଲବାଣୀ-ରୁଉମାଚରଣମଲ୍ଲିକ
କାଣ୍ଟାମାଳ-କହ୍ନାଇ ଚରଣ ଡାଙ୍ଗା

Advertisement

ବୌଧ-ସରୋଜ ପ୍ରଧାନ
ବଡମ୍ବା-ସମ୍ବିତ ତ୍ରୀପାଠି
ବାଙ୍କୀ-ତୁଷାରକାନ୍ତ ଚକ୍ରବତୀ
ଆଠଗଡ-ଅଭୟ କୁମାର ବାରିକ
ଚୌଦାର-କଟକ-ନୟନ କିଶୋର ମହାନ୍ତି
ନିଆଳି-ଛବି ମଲ୍ଲିକ
କଟକ ସଦର-ପ୍ରକାଶଚନ୍ଦ୍ର ସେଠୀ
ମାହାଙ୍ଗା-ସୁମନ୍ତ କୁମାର ଘଡେଇ
ପାଟକୁରା-ପେଜଶ୍ୱର ପରୀଡା
ଆଳି-କୃଷ୍ଣ ଚନ୍ଦ୍ର ପଣ୍ଡା

ମହାକାଳପଡା-ଦୁର୍ଗା ପ୍ରଶନ୍ନ ନାୟକ
ପାରଦ୍ୱୀପ-ସଂପଦ କୁମାର ସ୍ୱାଇଁ
ର୍ତିତୋଲ-ରାଜକିଶିର ବେହେରା
ନିମାପଡା -ପାର୍ବତୀ ପରିଡା
ପୁରୀ-ଜୟନ୍ତ କୁମାର ଷଡଙ୍ଗୀ

Leave a Reply

Your email address will not be published. Required fields are marked *