Pratidin TV

Odisha's Digital News Platform

ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି , କଟକ ବାରବାଟୀରୁ ଲଢିବେ ପୂର୍ଣ୍ଣଚନ୍ଦ୍ର ।

1 min read

ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଆଜି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପ ିଏହି ୬ ଆସନ ପାଇଁ ତାଲିକା ପ୍ରକାଶ ପାଇଲା । ଜାଣନ୍ତୁ କେଉଁଠୁ ପାଇଲେ କିଏ ?

ଘଷିପୁରାରୁ ଶମ୍ଭୁନାଥ ରାଉତ
ଭୋଗରାଇରୁ ଆଶିଷ ପାତ୍ର
ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ
ବରୀରୁ ଉମେଶ ଚନ୍ଦ୍ର ଜେନା
ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ବେଗୁନିଆରୁ ପ୍ରକାଶ ଚନ୍ଦ ରଣବିଜୁଳି

Advertisement

Leave a Reply

Your email address will not be published. Required fields are marked *