Pratidin TV

Odisha's Digital News Platform

ଓଡିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବିଜେପି , ଚର୍ଚ୍ଚାରେ ପ୍ରଣବ-ସସ୍ମିତଙ୍କ ଟୁଇଟ୍ ।

1 min read

ଓଡିଶା ବିଜେପିକୁ କଟାକ୍ଷ କରିଛନ୍ତି ବିଜେଡି ସଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଓଡିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କାହିଁକି ଘୋଷଣା କରାଯାଇ ନାହିଁବୋଲି ବିଜେଡିର ପ୍ରଶ୍ନର ଆଜି ଉତ୍ତର ରଖିଛି ବିଜେପି । ବିଜେଡିର କଥାକୁ ଡରି ବିଜେପି ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି ବୋଲି କଟାକ୍ଷ କରିଛନ୍ତି ପ୍ରଣବ ଏବଂ ବିଜେଡି ସାଂସଦ ତଥା ବିଜେଡିର ମୁଖପାତ୍ର ଡଃ ସସ୍ମିତ ପାତ୍ର । କହିଲେ ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ଦୁହିଁଙ୍କ ଟୁଇଟ୍ ଏବେ ରାଜନୀତିରେ ବିଜେପିର ସ୍ଥିତିକୁ ଦର୍ଶାଉଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି ।

Advertisement

Leave a Reply

Your email address will not be published. Required fields are marked *