Pratidin TV

Odisha's Digital News Platform

ବିଜେପି ବିଜେଡି ମେଣ୍ଟ ଘୋଷଣା , ହେବ କି ନାହିଁ ?

1 min read

ଭୁବନେଶ୍ୱର ; ମେଣ୍ଟ ହେଉଛି ଏକ ବାସ୍ତବତା ଉଭୟ ଦଳ ଲଢିବେ । ଜାଣିଶୁଣି ମେଣ୍ଟ ପକ୍ରିୟାକୁ ବିଳମ୍ବ କରାଯାଉଛି । କିନ୍ତୁ ଏହା ନିଶ୍ଚୟ ହେବ , ସମୟକୁ ଗଡାଯାଉଛି ଚକ୍ରାନ୍ତକରି । ଯାହାଦ୍ୱାର ଆଶାୟୀମାନେ ଏହାକୁ ଗ୍ରହଣ କରିପାରିବେ । କାରଣ ଆଶାୟୀମାନେ ନିର୍ବାଚନ ମଣ୍ଡଳିରେ ଖର୍ଚ୍ଚ କରିଥିବା ଟଙ୍କା ମେଣ୍ଟ ହେବା ଦ୍ୱାରା ଲସ୍ /କ୍ଷତି ହୋଇଯିବା ଯାହାଦ୍ୱାରା ସେମାନେ ପାର୍ଟିର ପ୍ରତିଦ୍ୱନ୍ଦି ହୋଇଯିବେ ।

Advertisement

Leave a Reply

Your email address will not be published. Required fields are marked *