Pratidin TV

Odisha's Digital News Platform

୬ ହଜାର କ୍ୱିଣ୍ଟାଲ ଚାଉଳ ଚୋରି କରି ଗିରଫ ହେଲେ ନେତା ..

ଚାଉଳ ଚୋରି କରି ଗିରଫ ହେଲେ ବିଜେପି ନେତା । ଚାଉଳ ଚୋରି ମାମଲାରେ କର୍ଣ୍ଣାଟକ ବିଜେପି ନେତା ମଣିକାନ୍ତ ରାଠୋରଙ୍କୁ ଗିରଫ କରିଛି  ମାମଲାରେ କର୍ନାଟକ ଭାଜପା ନେତା ମଣିକାନ୍ତ ରାଠୋଡଙ୍କୁ ଗିରଫ କରାଯାଇଛି।କାଲାବୁରାଗି ଶାହାପୁରରେ ଥିବା ତାଙ୍କ ବାସଭବନରୁ ମଣିକାନ୍ତଙ୍କୁ ଗିରଫ କରିଛି।

ପଚରାଉଚରା ପାଇଁ ପୋଲିସ ପୂର୍ବରୁ ମଣିକାନ୍ତଙ୍କୁ ଡକାଇଥିଲା, କିନ୍ତୁ ସେ ପଚରାଉଚରା ପାଇଁ ପୋଲିସ ସମ୍ମୁଖରେ ହାଜର ହୋଇ ନ ଥିଲେ। ଏବେ ୬୦୭୭ କ୍ୱିଣ୍ଟାଲ ଚାଉଳ ଚୋରି ମାମଲାରେ ମଣିକାନ୍ତଙ୍କୁ ଗିରଫ କରାଯାଇଛି। ଚୋରି ହୋଇଥିବା ଚାଉଳର ମୂଲ୍ୟ ୨ କୋଟିରୁ ଅଧିକ ଥିଲା। ଏହି ଚାଉଳ ଯାଦଗିର ଜିଲାର ଏକ ସରକାରୀ ଗୋଦାମରୁ ଚୋରି ହୋଇଥିଲା ।

Leave a Reply

Your email address will not be published. Required fields are marked *