Pratidin TV

Odisha's Digital News Platform

ରାଜ୍ୟପାଳଙ୍କ ହିନ୍ଦୀ ଖରାପ୍, ନବୀନଙ୍କ ଇଂରାଜୀ ଭଲ ? – ପ୍ରଶଂ କଲେ MLA ବାବୁ ସିଂ

1 min read

ଓଡିଶା ଅସ୍ମିତାକୁ ବଜାୟ ରଖିବା ପାଇଁ ବିରୋଧି ଦେଉଥିବା ନାରାର କୌଣସି ମୂଲ୍ୟ ନାହିଁ । କାହିଁକି ନା ହିନ୍ଦୀ ଆମ ରାଷ୍ଟ୍ର ଭାଷା ଯଦି ରାଜ୍ୟପାଳ ବିଧାନସଭାରେ ହିନ୍ଦୀରେ ଭାଷଣ ଦେଇଥିଲେ । ସେଥିପାଇଁ ଓଡିଶା ଅସ୍ମିତାକୁ ନେଇ ପ୍ରଶ୍ନ ଉଠିଲା କିନ୍ତୁ ଯେତେବେଳେ ବିରୋଧି ଦଳର ନେତା ଇଂରାଜୀରେ ଭାଷଣ ଦେଉଥିଲେ ସେତେବେଳେ ଓଡିଆ ଅସ୍ମିତା ବାଧା ପ୍ରାପ୍ତ ହୋଇନଥିଲା । ଏଥର କଂଗ୍ରେସ ବିଜୁ ଜନତା ଦଳ ସହ ହାତ ମିଳାଇ ବିଜେପିକୁ ର୍ଟାଗେଟ୍ କରିଥିବା କହିଛନ୍ତି ବିଧାୟକ ବାବୁ ସିଂ । ବିଧାନସଭା ଆରମ୍ଭରୁ ନଚଳାଇଦେବାକୁ ଏସବୁ ଦୁଇ ବିରୋଧି ଦଳର ଚାଲ୍ । ବିଗତ ସରକାରରେ ନାରୀ ନିର୍ଯାତିତ ଘଟଣା ଓଡିଶାରେ ସର୍ବାଧିକ କିନ୍ତୁ ଏସବୁ କଥା ଗୃହରେ ଉଠୁନାହିଁ କାହିଁକି ?

Advertisement

Leave a Reply

Your email address will not be published. Required fields are marked *