Pratidin TV

Odisha's Digital News Platform

(video)ବୟାନ ବଦଳାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ଆଉ କହିଲେନି ଏକା ଲଢିବୁ ।

1 min read

ଭୁବନେଶ୍ୱର ; ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଦଳିଗଲା ସ୍ୱର । କିଛିଦିନ ପୂର୍ବରୁ କହିଥିଲେ ଦିଲ୍ଲୀରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ଅନ୍ୟପଟେ ଜୁଏଲ ରାମ କହିଥିଲେ ଯେ ଲୋକସଭା ଓ ରାଜ୍ୟସଭାରେ ସିଟ୍ ନେଇ କେଉଁଠି କେତେ କଣ ରହିବ ବୋଲି ଦିଲ୍ଲୀରେ ବିଧିବଧ ଆଲୋଚନା ହେଇଛି । କିନ୍ତୁ ମନମୋହନ ଏହାକୁ ସଫା ସଫା ବାରଣ କରି ଗଣ ମାଧ୍ୟମ ଆଗରେ କିଛି ଅଲଗା କହିଥିଲେ । ତେବେ ଏସବୁ ଭିତରେ ୫ଟି ଓ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ଚର୍ଚ୍ଚାକୁ ଆସିବାପରେ ଆଜି ପୁଣି ନିଜ ପ୍ରତିକ୍ରିୟା ବଦଳାଇଛନ୍ତି ମନମୋହନ ।

Advertisement

Leave a Reply

Your email address will not be published. Required fields are marked *