Pratidin TV

Odisha's Digital News Platform

BJP vs BJD ; ସିଟ୍ ସଂଖ୍ୟା ଗରିଷ୍ଠତା ଭୟ କାହା ମନରେ ?

1 min read

ଓଡିଶାରେ ନବୀନ ସରକାରଙ୍କୁ ଏଥର ଟକ୍କର ଦେଇଛି ବିଜେପି । ବିଜେଡି ଭୟରେ ଓଡିଶାକୁ ନିର୍ବାଚନ ପୂର୍ବରୁ ତନାଘନା କରି ଧାଇଁଥିଲେ ବିଜେପି ପ୍ରାର୍ଥୀମାନର । କିନ୍ତୁ ଗତକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବର୍ତ୍ତମାନ ପ୍ରକାଶ ପାଇଥିଲା ଏକଜିଟ୍ ପୋଲ । ଯେଉଁଥିରେ ବିଜେପିର ପଲ୍ଲା ଭାରିଅଛି କିନ୍ତୁ ଏନେଇ ମୁହଁ ଖୋଲି ନିଜର ସ୍ୱତନ୍ତ୍ର ଏକଜିଟ୍ ପୋଲର ସଂଖ୍ୟା ଗରିଷ୍ଠାତା ଦର୍ଶାଇଛନ୍ତି ସସ୍ମିତ ପାତ୍ର । ସେହିଭଳି କେଦାର ମିଶ୍ର ମଧ୍ୟ ନିଜ ମୁହଁ ଖୋଲି କହିଛନ୍ତି ଯେ ଶାହା କି ଆଉ କେହି ଚାହିଲେ ଓଡିଶାରେ ନବୀନବାବୁଙ୍କୁ ହଟାଇ ପାରିବେନି । ଏଥର ବି ସଂଖ୍ୟା ଗରିଷ୍ଠତା ବିଜୁ ଜନତା ଦଳ ହିଁ ହାସଲ କରିବ ।

Advertisement

Leave a Reply

Your email address will not be published. Required fields are marked *