Pratidin TV

Odisha's Digital News Platform

ପ୍ରଧାନମନ୍‌ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ?

 

ନୂଆଦିଲ୍ଲୀ : ହେଲିକପ୍ଟରରେ ଶ୍ରୀଯୁକ୍ତ ମୋଦୀ ଏକ କାଯ୍ୟାକ୍ରମକୁ ଆକାଶମାର୍ଗଦେଇ ଆନ୍ଧ୍ରପ୍ରଦେଶ ଅତିକ୍ରମ କରୁଥିବା ସମୟରେ ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାରୁ କଳା ବେଲୁନ୍ ଛାଡିଛନ୍ତି କଂଗ୍ରେସ କର୍ମୀ । କାଯ୍ୟାରେ ବାଧା ସୃଷ୍ଟି କରିବାକୁ ଏପରି କରିଛି କଂଗ୍ରେସ ବୋଲି ଶୁଣିବାକୁ ମିଳୁଛି । ତେବେ ବେଲୁନ୍ ଗୁଡିକ ହେଲିକପ୍ଟର ର ପାଖା ପାଖି ହୋଇଯାଇଥିବାରୁ ପ୍ରଧାନମନ୍‌ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି ଆନ୍ଧ୍ର ପୋଲିସ । ସୁଚନାଅନୁଯାୟୀ ୪ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ଆନ୍ଧ୍ର ପୋଲିସ ।

Leave a Reply

Your email address will not be published. Required fields are marked *