Pratidin TV

Odisha's Digital News Platform

‘କାର୍ ଖାନା’ ପେଟରେ ଲାତ ମାରିଛନ୍ତି BMC , ଆଡଭୋକେଟ୍ ସନ୍ଦୀପନ ଫିଟାଇଲେ ବିଏମସିର ଜୁଲୁମ୍ ….

1 min read

ଭୁବନେଶ୍ୱର ; ରାଜଧାନୀ ଭୁବନେଶ୍ୱର ଆଇଜି ପାର୍କ ନିକଟରେ ‘କାର ଖାନା ନାଁରେ ଦୁଇ ମହିଳା ନିଜର ଖାଇବା ବିକ୍ରି କରୁଥିବା ବେଳେ ଗତକାଲି ବିଏମସି ହଠାତ୍ ସେଠାରେ ପହଞ୍ଚି ଫାଇନ୍ କାଟିଥିଲା । ତେବେ ବିଏମସି ଦୁଇ ମହିଳାଙ୍କ ଠାରୁ ୫ ହଜାର ଫାଇନ୍‌୍ କାଟିଥିଲେ । ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ବା ବେଆଇନ୍ ବୋଲି କହିଛନ୍ତି ହାଇକୋର୍ଟ ଆଡଭୋକେଟ୍ ସନ୍ଦୀପନ ମିଶ୍ର । ସେକ୍ସନ ୨୨ ଅନୁଯାୟୀ ବିଏମସି କେବଳ ସୁପର ଭିଜନ୍ କରିପାରିବ କୌଣସି ଠେଲା ଗାଡିରୁ ଫାଇନ୍ ଆଦାୟ କରିପାରିବନି ଯେପର୍ଯ୍ୟନ୍ତ ତାଙ୍କ ପକ୍ଷରୁ କୌଣସି ରୁଲ ରେଗୁଲେସନକୁ ବା ନିୟମକୁ ଉଲ୍ଲଘନ କରିନାହନ୍ତି ।

Advertisement

Leave a Reply

Your email address will not be published. Required fields are marked *