ଧବଳେଶ୍ୱର ପୀଠକୁ ବନ୍ଦହେଲା ବାହୁଙ୍ଗି
1 min readଭୁବନେଶ୍ୱର : ବିରୋଧ ହେଲା ଶ୍ରୀ ଶ୍ରୀ ବାବା ଧବଳେଶ୍ୱରଙ୍କ ପିଠକୁ ବୋଲବମ୍ ଭକ୍ତଙ୍କ ବାହୁଙ୍ଗି ।ତେବେ ଶ୍ରାବଣ ମାସ ପାଇଁ ଜୋର ଧରିଛି ଭିଡ ।ଲକ୍ଷ ଲକ୍ଷ ଭକ୍ତ ମନରେ ମାନସିକ କରି ବାବାଙ୍କୁ ମନରେ ମନାସି ଶହ ଶହ ବାଟରୁ ଚାଲିଆସନ୍ତି ବାବଙ୍କ ଦର୍ଶନ ପାଇଁ ।
ତେବେ ଆଠଗଡ ଜିଲ୍ଲାର ଉପଜିଲ୍ଲାପାଳଙ୍କ ନିଷ୍ପତିକ୍ରମେ ଭକ୍ତମାନେ ଆସି ମନ୍ଦିରଭିତରେ ବାବାଙ୍କୁ ଦର୍ଶନ କରିପାରିବେ କିନ୍ତୁ ପୀଠ ଭିତରକୁ ବାହୁଙ୍ଗି ଆଣିପାରିବେ ନାହିଁ । ଝୁଲାପୋଲ ପର୍ଯ୍ୟାନ୍ତ କାଉଡିଆ ମାନେ ବାହୁଙ୍ଗି ଆଣିପାରିବେ ଏବଂ ସେଠାରେ ହିଁ ରଖିବେ । ତେବେ ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଶ୍ରଦ୍ଧାଳୁମାନେ ଝୁଲାପୋଲଦେଇ କେବଳ ପାଣି କଳସ ଓ ଭୋଗ ନେଇ ଯାଇପାରିବେ କିନ୍ତୁ ବାହୁଙ୍ଗିକୁ ସେହିଠାରେ ରଖିକି ଯିବେ ।