Pratidin TV

Odisha's Digital News Platform

ବ୍ୟୋମକେଶ ଜଣେ ନିର୍ଯାତିତ ପୁରୁଷ’ – ବୋଉ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅତିଶ ମହାନ୍ତି

1 min read

ଭୁବନେଶ୍ୱର ; ନାରୀମାନଙ୍କୁ ସବୁବେଳ ଆକ୍ଷେପ କରୁଛନ୍ତି ବ୍ୟୋମକେଶ । ସେ ନିଜେ ନିର୍ଯାତିତ ହୋଇଥିବା ଯୋଗୁ ସବୁବେଳେ ନାରୀମାନଙ୍କ ଉପରକୁ ଆଙ୍ଗୁଠି ଉଠାଇବା ସହ ତାଙ୍କୁ ଆକ୍ଷେପ କରି କହିବା ଅଭ୍ୟାସରେ ପଡିଗଲେଣି ବୋଲି କହିଛନ୍ତି ବୋଉ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅତିଶ ମହାନ୍ତି । ସ୍ୱାମୀ ଯଦି ସ୍ତ୍ରୀ ଉପରେ ନିର୍ଯ୍ୟାତିତ କରିବ ନାରୀ କଣ ଛାଡିଦେବ । ସବୁ ପୁରୁଷ ରାକ୍ଷସ ନୁହଁ କି ସବୁ ନାରୀ ରାକ୍ଷସୀ ନୁହଁନ୍ତି । କିନ୍ତୁ ଆମର ସବୁ ମାଙ୍କୁ କାହିଁକି ଆକ୍ଷେପ କରି କହୁଛନ୍ତି ବ୍ୟୋମକେଶ ଭଳି ଲୋକ । ପୁରା ନାରୀ ସମାଜକୁ ଆମେ କାହିଁକି ଆକ୍ଷେପ କରିବା ଆଜିବି ପୁରୁଷଙ୍କ ତୂନାରେ ଅଧିକ ନିର୍ଯାତିତ ନାରୀ ।

Advertisement

Leave a Reply

Your email address will not be published. Required fields are marked *