Pratidin TV

Odisha's Digital News Platform

ପୂଜା କରିବାକୁ ଆସି ମନ୍ଦିରରେ ବୁଲାଉଥିଲେ କଳାକନା , ଠାକୁରଙ୍କୁ ଟେକିନେଇ ବିକୁଥିଲେ ଚୋରାରେ ।

1 min read

ପୂଜକ ବେଶରେ ଆସୁଥିଲେ, ମନ୍ଦିରରେ ପୂଜା କରୁଥଲେ। ପୂଜା ପରେ ମନ୍ଦିରରେ କଲାକାନ ବୁଲାଇଥିଲେ। ସାମ୍ନାକୁ ଆସିଲା ୨ ଭାଇଙ୍କ କଳା କର୍ଣ୍ଣମା। ପୂଜା ପରେ ମନ୍ଦିରର ମୃତ୍ତି ,ଦାମି ସାମଗ୍ରୀ ଅଷ୍ଟ ଧାତୁ ଚୋରୀ କରି ଛୁ ମାରୁଥିଲେ ୨ ଭାଇ । ଚୋରୀ ପରେ ମାଟି ତଳେ ପୋତି ଦେଇଥିଲେ ଚୋରୀ ସାମଗ୍ରୀ । ଦୁଇ ଭାଇ ହେଲେ ଜଗତସିଂହପୁର ର ବରଦା ଆଚାର୍ଯ୍ୟ ଓ ଆନନ୍ଦ ଆଚାର୍ଯ୍ୟ ।

ବାଲିପାଟଣା ଥାନାରେ ମାମଲା ପରେ ପୋଲିସ ୨ ଭାଈ ଙ୍କ ସହ ଜଣେ ଲୁଟ୍ ସାମଗ୍ରୀ କିଣୁଥିବା ରିଶିଭାର କୁ ଗିରଫ କରିଛି । ସେମାଙ୍କ ଠାରୁ ଲୁଟ୍ ପିତଳ ମୂର୍ତ୍ତି, ନାଗ ସାପ, କଂସା ବାସନ, ପିତକ ସାମଗ୍ରୀ ଯବଦ କରାଯାଇଛି। ଯାହାର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ । ୨ ଭାଇ ଙ୍କ ନା ରେ କଟକ, ଭୁବନେଶ୍ବର ,ପୁରୀ ଓ ଜଗତିଂହପୁରରେ ରେ ୧୫ ରୁ ଉର୍ଦ୍ଧ ମାମଲା ରହିଛି । ଗିରଫ ପରେ ଅଧିକ ତଦନ୍ତ ପାଇଁ ୩ ଜଣଙ୍କୁ ରିମାଣ୍ଡ ରେ ଆଣିବ କମିଶନରେଟ୍ ପୋଲିସ ।

Advertisement

Leave a Reply

Your email address will not be published. Required fields are marked *