Pratidin TV

Odisha's Digital News Platform

ଜୁଲାଇ ୬ ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

1 min read

ଭୁବନେଶ୍ୱର: ଜୁଲାଇ ୬ରେ ଅର୍ଥାତ ବୁଧବାର ଦିନ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବରିଷ୍ଠ ଅଧିକାରୀ ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସହ ଆଲୋଚନା କରିବା ପରେ ଗଣାମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମାଟ୍ରିକ୍ ସହ ଷ୍ଟେଟ୍ ଓପନ ସ୍କୁଲ୍, ମଧ୍ୟମା ଆଦି ପରୀକ୍ଷା ଫଳ ମଧ୍ୟ ସମାନ ଭାବେ ପ୍ରକାଶ ପାଇବ । ଚଳିତ ବର୍ଷ ୫ ଲକ୍ଷ ୭୧ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ବୁଧବାର ଦିନ ଗୋଟିଏ ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବ । ମ୍ୟାଟ୍ରିକ୍ ରେଜଲ୍ଟ ବୋର୍ଡ଼ ସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ଦ୍ଭସ ଓ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ ରେ ଉପଲବ୍ଧ ହେବ । ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ର ସୁବିଧା ନାହିଁ, ସେମାନେ ଝଗଝ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। ଙଜ୧୦ ଲେଖି ରୋଲ୍ ନମ୍ବର ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିବ।

Advertisement

Leave a Reply

Your email address will not be published. Required fields are marked *