Pratidin TV

Odisha's Digital News Platform

ବଡ ଘୋଷଣା କଲେ ନିର୍ମଳା ସୀତାରମଣ ,୫ ରାଜ୍ୟକୁ ମିଳିବ ବନ୍ୟା ନିୟନ୍ତ୍ରଣ ସହାୟତା..

କେନ୍ଦ୍ର ବଜେଟରେ ବଡ ଘୋଷଣା କଲେ ନିର୍ମଳା ସୀତାରମଣ  ।  ୫ ରାଜ୍ୟକୁ ମିଳିବ ବନ୍ୟା ନିୟନ୍ତ୍ରଣ ସହାୟତା । ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା କରାଯାଇଛି । ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ସହାୟତା ମିଳିବ ।

ବଜେଟରେ ୪ ଗୋଷ୍ଠୀଙ୍କ ପ୍ରାଧାନ୍ୟ ଦିଆଯାଇଛି । ଗରିବ, ମହିଳା,ଯୁବଗର୍ଗ ଏବଂ କୃଷକଙ୍କୁ ମିଳିଛି ପ୍ରାଧାନ୍ୟ । ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *