Pratidin TV

Odisha's Digital News Platform

ୱାନ ନେସନ ୱାନ ଇଲେକ୍ସନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ।

1 min read

କେନ୍ଦ୍ର କ୍ୟାବିନେଟରେ ବଡ ପ୍ରସ୍ତାବକୁ ମଞ୍ଜୁରୀ । ଆଜି ଓ୍ବାନ ନେସନ ଓ୍ବାନ୍ ଇଲେକ୍ସନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମଂଜୁର କଲେ କେନ୍ଦ୍ର କ୍ୟାବିନେଟ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମଂଜୁରୀ । ୱାନ୍ ନେସନ୍ ୱାନ୍ ପୋଲ୍ ପାଇଁ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା କମିଟି । ଏକା ସମୟରେ ନିର୍ବାଚନ ହେଲେ ପ୍ରଭାବିତ ହେବ ୧୮ ରାଜ୍ୟ ।

Leave a Reply

Your email address will not be published. Required fields are marked *