ସମାଲୋଚକଙ୍କ ମୁହଁ ବନ୍ଦ କଲେ ‘କାର ଖାନା’ ର ନେହା ଭାଉଜ , କହିଲେ ଲୋକେ ଯାହା କରନ୍ତୁ ମୁଁ ମୋ ସ୍ୱାମୀଙ୍କ ପାଇଁ …..
1 min readଭୁବନେଶ୍ୱର ; ‘କାର ଖାନା’ ଚର୍ଚ୍ଚା କୁ ଆସିଲା ପରେ ଜଳୁଛନ୍ତି ଲୋକେ । ଜଣେ ନାରୀ ଯେତେବେଳେ ସଫଳତା ଆଗକୁ ମାଡିଚାଲେ ଲୋକେ ତାକୁ ସମାଲୋଚନା କରନ୍ତି ବୋଲି କହିଲେ ନେହା ପାଣିଗ୍ରାହି । ଆହୁରୀ ମଧ୍ୟ ସେ କହିଛନ୍ତି ଯେ ମୁ ଶୁଦ୍ଧ ମନରେ ରୋଷେଇ କରି ଖୁଆଉଛି ନାଚିକି ଖାଇବାକୁ ଦେଉନାହିଁ । ମୋ ସ୍ୱାମୀ ମୋ ପାଇଁ ବହୁତ ଖୁସି ତାଙ୍କ ପାଇଁ ମୁ ସେକ୍ସି । ଦୁନିଆ ଯାହା କହୁ ମୁଁ ବଦଳିବିନାହିଁ ।