Pratidin TV

Odisha's Digital News Platform

ଘାଟି ରାସ୍ତା ବନିଲା କାଳ ; ୪୦ ଫୁଟ୍ ତଳକୁ ଖସିଲା କାର୍ , ୪ ସାଙ୍ଗ ଗୁରୁତର…

ଗଜପତି ; କାଳ ହେଲା ପିକନିକ୍ । ଘାଟି ରାସ୍ତାରେ ୪୦ ଫୁଟ୍ ତଳକୁ ଖସିଲା କାର୍ । ଆଜି ସକାଳୁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଶୈବ ପୀଠରେ ଘଟିଛି । ଦୂର୍ଘଟଣାରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି । ବ୍ରହ୍ମପୁର ସହରର ଚାରି ଜଣ ସାଙ୍ଗ ବୁଲିବାକୁ ମହେନ୍ଦ୍ରଗିରି ଶୈବ ପୀଠ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *