Pratidin TV

Odisha's Digital News Platform

ମୁହଁରେ ଚମକ୍ ଚାହୁଁଛନ୍ତି କି ! ଆଜିଠୁ ଏପରି ବ୍ୟବହାର କରନ୍ତୁ ଗୁଜୁରାତି ..

1 min read

ଭୁବନେଶ୍ୱର : ଗୁଜୁରାତିକୁ ମସଲା ସହ ଚାଁ , କ୍ଷୀରୀ , ପଣା ଇତ୍ୟାଦି ଜିନିଷରେ ସାମିଲ କରୁଥାଉ । ପ୍ରତ୍ୟକ ଓଡିଆଙ୍କ ରୋଷେଇ ଘରେ ଗୁଜୁରାତିତ ନିଶ୍ଚୟ ଥାଏ । କାରଣ ଏହା ଅନେକ ପ୍ରକାରର କାମରେ ଆସିଥାଏ । ବିଭିନ୍ନ ପ୍ରକାରର ଖାଦ୍ୟ ଆଇଟମ୍ସ ସହ ଏହା ପାଟିର ଦୁର୍ଗନ୍ଧ ମଧ୍ୟ ଦୂର କରିଥାଏ ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହାର ଆଉ ଏକ ବଡ ଫାଇଦା ରହିଛି । ଗୁଜୁରାତି ମୁହଁକୁ ଗ୍ଲୋ କରାଇବାରେ ସାହାର୍ଯ୍ୟକରେ । ମୁହଁର କଳା ଦାଗ, ବୟସ ରେଖା ଇତ୍ୟାଦି ସହ ମୁହଁରେ ଏକ ଭିନ୍ନ ପ୍ରକାରର ଚମକ ଆଣିଥାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ କିପରି କରିବେ ବ୍ୟବହାର-

Advertisement
  • ପ୍ରତ୍ୟକଦିନ ରାତିରେ ଶୋଇବା ପୂର୍ବରୁ ଗୋଟେ କି ୨ ଟି ଗୁଜୁରାତିକୁ ଭାଲଭାବେ ଚୋବାଇ ପାଣି ପିଅନ୍ତୁ , ଏହା ଅଳ୍ପ ଦିନରେ ହିଁ ଆପଣଙ୍କ ମୁହଁରେ ଚମକ୍ ଆଣିବ ।
  • ଏହି ଗୁଜୁରାତିକୁ ପାଉଡର ପ୍ରସ୍ତୁତ କରି ସେଥିରେ ଅଳ୍ପ ମହୁ ମିଶାଇ ପ୍ରତ୍ୟକ ଦିନ ଦାଗ ବା ବ୍ରଣ ସ୍ଥାନରେ ଲଗାନ୍ତୁ ।
  • ଗୁଜୁରାତି ଖାଇବା ଦ୍ୱାରା ଗ୍ୟାସ,ବଦହଜମି,କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *