Pratidin TV

Odisha's Digital News Platform

ଖସିପଡ଼ିଲା ଫଳ ବୋଝେଇ ଟ୍ରକ , ବୋହିନେଲେ ଲୋକେ …

1 min read

 ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା ଟ୍ରକ ର କେବିନ ଓ ଫଳ ବୋଝେଇ ଡାଲା  । ରାସ୍ତା ଉପରେ ରହିଗଲା ଟ୍ରକ ର ଚେଚିସ । ବ୍ରିଜ ୱାଲ କୁ ଧକ୍କା ଦେବା ପରେ ଓଲଟି ପଡ଼ିଛି ସେଓ ବୋଝେଇ ଟ୍ରକ । ଦୁର୍ଘଟଣା ପରେ ଟ୍ରକ ରୂ ପ୍ରାୟ 20 ଲକ୍ଷ ଟଙ୍କାର ସେଓ କୁ ନେଇ ଗଲେ ସ୍ଥାନୀୟ ଲୋକେ । 

ଘଟଣା 16 ନମ୍ବର ଜାତୀୟ ରାଜପଥ ର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧୀନ ଡାହାଲା ନିକଟ ରେ ଦୁର୍ଘଟଣା ଘଟିଛି । ଦିଲ୍ଲୀ ରୂ ଫଳ ନେଇ ଭୁବନେଶ୍ୱର ଅଭିମୁଖେ ଯାଉ ଥିବା ବେଳେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ବେଳେ ଟ୍ରକ ର ଚେଚିସ ରାସ୍ତା ଉପରେ ରହିଯାଇଥିବା ବେଳେ ଡ୍ରାଇଭର କେବିନ୍ ଓ ଫଳ ବୋଝେଇ ଡାଲା ପୋଲ ତଳକୁ ଖସି ପଡ଼ିଛି । ଗାଡ଼ି ର କର୍ମଚାରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *