କରୋନା ପରେ ମାତିଲାଣି ଚାନ୍ଦିପୁରା ଭାଇରସ , ଗଲାଣି ୧୫ ଜଣ ଶିଶୁଙ୍କ ଜୀବନ ..
1 min readକରୋନା ପରେ ଏବେ ମାତିଲାଣି ଚାନ୍ଦିପୁରା ଭାଇରସ । ସାରା ଗଲାଣି ୧୫ ଜଣ ଶିଶୁଙ୍କର ଜୀବନ । ସମଗ୍ର ଦେଶରେ ଚାନ୍ଦିପୁରାର ୨୯ଟି ମାମଲା ସାମ୍ନାକୁ ଆସିଛି ଯାହା ମଧ୍ୟରୁ ୨୬ଟି ଗୁଜୁରାଟରୁ,୨ଟି ରାଜସ୍ଥାନରୁ ଏବଂ ଗୋଟିଏ ମଧ୍ୟ ପ୍ରଦେଶରୁ ଚାନ୍ଦିପୁରାରେ ମାମଲା ରହିଛି । ଏହାକୁ CHPV ଭାଇରାସ ମଧ୍ୟ କୁହାଯାଉଛି ।
ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଜୁଲାଇ ୧୭ ପର୍ଯ୍ୟନ୍ତ ୧୫ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି,। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ସମାନ ଲକ୍ଷଣ ଦେଖିବା ପାଇଁ ମିଳୁଛି । ତେଣୁ ସମସ୍ତ ମାମଲା ଗୋଟିଏ ବୋଲି ବିଶ୍ୱାସ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ତଥା ସରକାରୀ ଡାକ୍ତର ମାନଙ୍କ ସୂଚନା ଅନୁସାରେ ଏହି ରୋଗ ଆହୁରି ବୃଦ୍ଧି ପାଇବ ଏବଂ ଅହମ୍ମଦାବାଦ ଭଳି ସହରରେ ମଧ୍ୟ ବ୍ୟାପିବ, ଯେଉଁଠାରେ ) ସିଭିଲ୍ ଡାକ୍ତରଖାନାଗୁଡ଼ିକରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି।