Pratidin TV

Odisha's Digital News Platform

ବଦଳିଲା ରାଷ୍ଟ୍ରପତି ଭବନ ହଲ୍‌ ର ନାମ ..

ବଦଳିଲା ରାଷ୍ଟ୍ରପତି ଭବନ ହଲ୍‌ ର ନାମ । ରାଷ୍ଟ୍ରପତି ଭବନର ଦୁଇ ଗୁରୁତ୍ୱପୂର୍ଣ୍ଣ ହଲ୍‌ ର ନାମ ପରିବର୍ତ୍ତନ କରାଯାଇଛି । ଦରବାର ହଲ୍‌ ର  ନାମ ପରିବର୍ତ୍ତନ ହୋଇ ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍‌ ନାଁ ପରିବର୍ତ୍ତନ ହୋଇ ‘ଅଶୋକମଣ୍ଡପ’ ନାମରେ ପରିବର୍ତ୍ତିତ କରାଯାଇଛି । ଆଜିଠୁ ଏହି ଦୁଇ ମଣ୍ଡପ ,ଗଣତନ୍ତ୍ର ମଣ୍ଡପ’ ଏବଂ  ‘ଅଶୋକମଣ୍ଡପ’ ନାମରେ ପରିବର୍ତ୍ତିତ କରାଯାଇଛି ।

ଏହି ନାମ ପରିବର୍ତ୍ତନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି। ଗୁରୁବାର ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏହି ସମୟରେ ଅନେକ ପ୍ରମୁଖ ଅଟ୍ଟାଳିକା ଏବଂ ରାସ୍ତାର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି।

Leave a Reply

Your email address will not be published. Required fields are marked *