SRC କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ କଲେ ବାତ୍ୟା ପରର ସମୀକ୍ଷା । ହେଲେ କାହିଁକି ହଠାତ୍ ରାଗିଲେ ?
1 min readSRCଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର, ଏସଆରସି, କୃଷି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବାତ୍ୟା ସମୀକ୍ଷା କରିଛନ୍ତି ।
ବାତ୍ୟା ଦାନାର ପରବର୍ତୀ କ୍ଷୟକ୍ଷତି ଉପରେ କହୁଛନ୍ତି ସମୀକ୍ଷା। ପୂର୍ବରୁ ବିଭାଗୀୟ ସ୍ଥରରେ ସମୀକ୍ଷା ହୋଇଥିଲେ ମଧ୍ୟ ବର୍ତ୍ତମାନ ନିଜେ ମୁଖ୍ୟମନ୍ତ୍ରୀ SRCଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା କରିଛନ୍ତି।