Pratidin TV

Odisha's Digital News Platform

ସ୍କୁଲ ଛାତ୍ରଛାତ୍ରୀଙ୍କ ହାତରୁ ରାଖି ବାନ୍ଧିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

1 min read

õଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସ୍କୁଲ ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ପିନ୍ଧିଛନ୍ତି । ଆଉ ସ୍କୁଲ ପିଲାଙ୍କ ଭବିଷ୍ୟତ ଉଜ୍ଜଳ ଭବିଷ୍ୟତ ପାଇଁ ମୋହନ ମାଝୀ ଆର୍ଶୀବାଦ ସହ ସେମାନଙ୍କୁ କିଛି ଶିକ୍ଷା ଦେଇଛନ୍ତି । କିଭଳି ସେମାନେ ଦେଶର ଭବିଷ୍ୟତ ବନି ଆଗକୁ ଓଡିଶାକୁ ଗୌରାବନି କରିବେ ମୁଖ୍ୟମନ୍ତ୍ରୀ ସେଥିପ୍ରତି ଗୁରୁୁତ୍ୱାରୋପ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *