Pratidin TV

Odisha's Digital News Platform

ରାଷ୍ଟ୍ରପତିଙ୍କୁ ଆସିଲା ଷ୍ଟ୍ରୋକ , ଚିନ୍ତାରେ ପୁରା ଦେଶବାସୀ..

ଏବେ ଚିନ୍ତାରେ ସାରା ଦେଶବାସୀ । କାରଣ ଚାଇନାର  ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍‌ ଆସିଥିବା ଜଣାପଡିଛି । ଯାହାକୁ ନେଇ ଚାଇନାରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ଏଯାଏ ଅଫିସିଆଲି କୌଣସି ସୂଚନା ମିଳିପାରିନାହିଁ  ।  ତେବେ ଜେନିଫର ନାମକ ଜଣେ ସାମ୍ବାଦିକ ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍‌ ଆସିଥିବା ଦାବି କରିଛନ୍ତି।

ଏହାକୁ ନେଇ ସମସ୍ତେ ତାଙ୍କର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ପୂର୍ବରୁ ୨୦୨୧ରେ ଜିନପିଙ୍ଗ ମସ୍ତିଷ୍କ ରକ୍ତହୀନତାର ଶିକାର ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସେ ଅସ୍ତ୍ରୋପଚାର ପରିବର୍ତ୍ତେ ଚାଇନାର ପାରମ୍ପରିକ ଔଷଧ ଖାଇ ଚିକିତ୍ସିତ ହେବାକୁ ପସନ୍ଦ କରିଥିଲେ।

Leave a Reply

Your email address will not be published. Required fields are marked *