Pratidin TV

Odisha's Digital News Platform

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ

1 min read

ଭୁବନେଶ୍ୱର : ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟାର ଫଳ ପ୍ରକାଶ ପାଇସାରିଥିବା ବେଳେ ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ । ଅପରାହ୍ନ ୪ ଟା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ କରାଯିବ ଫଳ । ତେବେ କଳା ସହ ଆଜି ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟପ୍ରକାଶ କରାଯିବ ।

ଛାତ୍ରଛାତ୍ରୀମାନେ www.odisharesults.nic.in ୱେବସାଇଟ ମାଧ୍ୟମରେ ନିଜ ପରୀକ୍ଷାଫଳ ଦେଖିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *