Pratidin TV

Odisha's Digital News Platform

ଭାଙ୍ଗିଲା ସରକାର ଆଉ ଜନତାଙ୍କ ମଝିରେ ଥିବା ପାଚେରୀ, ଜନତା ସିଧା ଜଣାଇବେ ସମସ୍ୟା

1 min read

ବଦଳିଲା ସରକାର ଆସିଲା ନୂଆ ନିୟମ । ଏଥର ଆଉ ଗରିବ ଖଟିଖିଆ , ଦୁଃଖିରଙ୍କି ହେବେନି କଲବଲ୍ । ସିଧାସଳଖ ସରକାରଙ୍କୁ ଜଣାଇବେ ନିଜ ଦୁଃଖ । ସରକାର ଆଉ ଜନତାଙ୍କ ମଝିରେ ଥିବା ପାଚିରିକୁ ନିଜେ ଭାଙ୍ଗିଦେଇଛନ୍ତି ମୋହନ ସରକାର । ଏଥର ଜନତା ନିଜେ ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି ଆଜି ନିଜ ନିଜ ସମସ୍ୟା ଜଣାଇଛନ୍ତି । ଆଜି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲୋକମାନଙଯକ ସମସ୍ୟା ଶୁଣି ସମାଧାନ କରିଛନ୍ତି । ଯାହା ରାଜ୍ୟବାସୀଙ୍କ ପାଇଁ ଏକ ବଡ ଖୁସି ଖବର ।

Advertisement

Leave a Reply

Your email address will not be published. Required fields are marked *