(video)ମହାଶିବରାତ୍ରୀ ପାଇଁ ଆସିଲା କମିଶନରେଟ୍ ପୋଲିସର ଗାଇଡ୍ଲାଇନ୍ , ଜାଣନ୍ତୁ କଣ ରହିଛି ବ୍ୟବସ୍ଥା ?
1 min readଆସନ୍ତାକାଲି ପବିତ୍ର ମହାଶିବରାତ୍ରୀ , ଏନେଇ ଚଳଚଞ୍ଚଳ ସବୁ ଶିବପୀଠ । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜ ଓ ଅନ୍ୟନ ମନ୍ଦିର ମାନଙ୍କରେ ଲାଗେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଭଗବାନଙ୍କ ପାଇଁ ଲାଗୁଥିବା ଏହି ଭିଡରେ ଦେଖାଦିଏ ଅନେକ ପ୍ରକାରର ଅସାଧୁ ଚୋରି ଡକାୟତି କାମ । ଏନେଇ ଏଥର ଆଗୁଆ ସଜାଗ ରହିଛି କମିଶନରେଟ୍ ପୋଲିସ । ଏଥର ୟୁନିଫର୍ମ ବଦଳରେ ସାଧାପୋଷାକରେ ରହିବେ ପୋଲିସ ଷ୍ଟାପ୍ ।
-ସୁନା ଜିନିଷ ପିନ୍ଧିକି ନ ଆସିବାକୁ କମିଶନରେଟ୍ ପୋଲିସର ତାଗିଦ୍ ।
-ସେହିଭଳି ମନ୍ଦିରକୁ ଫୋନ ନନେଇକି ଆସିବାକୁ ଅନୁରଧ କରିଛି କମିଶନରେଟ୍ ପୋଲିସ ।
-ଭିଡ଼ ନିୟନ୍ତ୍ରଣ ପାଇଁ ସିଫ୍ଟରେ କାମ କରିବ ପୋଲିସ
-୪ଟି ସିଫ୍ଟରେ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ ପୋଲିସ
-୫ ଅତିରିକ୍ତ ଊଉଚ, ୧୪ ଇଉଚ, ୨୧ ଓଓଉ, ୮୪ ଝଓ ରହିବେ
-ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା
-ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା
-ଓଡ୍ରାଫ, ଅଗ୍ନିଶମ ବିଭାଗ ଅଧିକାରୀ ମୁତୟନ ରହିବେ
-ଚାରିଆଡେ ଲଗାଯିବ ସିସିଟିଭି କ୍ୟାମେରା