Pratidin TV

Odisha's Digital News Platform

ମୋହନ ହେମ୍ରମଙ୍କ ସହ କଂଗ୍ରେସ କଲା ବଡା ଧୋକା , ଟିକେଟ ନଦେଇ ନେଇଗଲା ୭ଲକ୍ଷ ୫୦ ହଜାର ଟଙ୍କା ।

1 min read

ପ୍ରତିଶୃତି ଦେଇ ଠକିଦେଲା କଂଗ୍ରେସରୁ । ମୁହଁରୁ ଛଡେଇନେଲା ଆହର । ଏମିତି ଆମେ କହୁନୁ ନିଜେ କଂଗ୍ରେସ ପ୍ରାର୍ଥୀ ମୋହନ ହେମ୍ରମ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ତାଙ୍କଠାରୁ ୭ କୋଟି ୫୦ ହଜାର ଟଙ୍କା ନେଇ ତାଙ୍କୁ ଟିକେଟ୍ ଦେଇଥିଲେ । କିନ୍ତୁ ଏହାପରେ ସେମାନେ ପୁଣି ଟିକେଟ୍ ନେଇଯାଇଥିଲେ ସତ କିନ୍ତୁ ମୋହନଙ୍କ ଟଙ୍କା ଫେରାଇନ।।ହନ୍ତି । ତେବେ ମୋହନ ଏମିତି ଏକ ସ୍ଥାନରୁ ଆସିଛନ୍ତି ଯେଉଁଠି ଆଜିଯାଏଁ ବି ବିଦ୍ୟୁତ୍ ନାହିଁ …..

Advertisement

Leave a Reply

Your email address will not be published. Required fields are marked *