Pratidin TV

Odisha's Digital News Platform

କେନ୍ଦ୍ରାପଡାରେ ଜମିଲା ସିଦ୍ଧାର୍ଥ – ଦେବସ୍ମିତାଙ୍କ ଯୋଡି , ଆଳି ଯାଇଁ କରିଲେ ବରାହ ଜିଉଙ୍କ ଦର୍ଶନ ।

1 min read

ପ୍ରଚାରରେ କମ୍ପୁଛି କେନ୍ଦ୍ରାପଡା । ନିଜ ନିଜ ଦଳ ପାଇଁ ପ୍ରଚାରରେ ବାହରିପଡିଛନ୍ତି ଏମପି ଆଉ ଏମଏଲେ ପ୍ରାର୍ଥୀ । ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକାନିକାରେ ରୋଡ଼ ସୋ ଅନୁଷ୍ଠିତ ହୋଇଯାଇଛି।

ପତ୍ରପୁର ସେତୁ ନିକଟରୁ ସମର୍ଥକଙ୍କ ସହିତ ଏକ ମୋଟର ସାଇକେଲ ରାଲିରେ ବାହାଥିଲେ, ପତ୍ରପୁର ସେତୁ ନିକଟରୁ ବାହାରି ଥିବା ମୋଟର ସାଇକେଲ ରାଲି, ସିଙ୍ଗିରି ବଜାର, ଚଣ୍ଡିବଜାର, ନିଆଳ, ଡାକବଙ୍ଗଳା ଛକ, ଆଳି ନୂଆବଜାର ପରିକ୍ରମା କରିବା ପରେ ଆଳିର ବରାହ ପୀଠରେ ପହଞ୍ଚିଥିଲା ଉଭୟ ପ୍ରାର୍ଥୀ ବରାହଜିଉଙ୍କୁ ଦର୍ଶନ କରିବା ପରେ ରାଜକନିକାର କଣ୍ଟପଡା ବଜାର ଆଦି ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛନ୍ତି ଏହି ଦୁଇ ପ୍ରାର୍ଥୀ ।

Advertisement

ତେବେ କେନ୍ଦ୍ରାପଡା ଅଞ୍ଚଲରେ ବିଜେଡିର ଦବଦବା ରହିଥିବା ବେଳେ କଣ ବିପକ୍ଷ ଦଳର ଯୁବପ୍ରାର୍ଥୀ ଜିତିପାରିବେ ଜନତାଙ୍କ ହୃଦୟ !

Leave a Reply

Your email address will not be published. Required fields are marked *