Pratidin TV

Odisha's Digital News Platform

OSSSC ନେଇ ଘନେଇଲା ବିବାଦ , ଆଶାୟୀ କହିଲେ ଟଙ୍କା ନିଅ କିନ୍ତୁ ଆମକୁ ଚାକିରୀ ଦିଅ ।

1 min read

ଭୁବନେଶ୍ୱର ରାଜ ରାସ୍ତାରେ ତଣ୍ଟି ଫଟେଇ ଚିତ୍କାର କରୁଛନ୍ତି ସରକାରୀ ଚାକିରୀ ଆଶାୟୀ । ବର୍ଷ ବର୍ଷ ଧରି କଠୋର ପରିର୍ଶମ କରି ନିଦକୁ ଉଠାଇ ଯେଊଁ ପରିର୍ଶମ କରିଥିଲେ ତାହା ରାଜନିତିର ଚକ୍ରବ୍ୟୁହୁରେ କୁଆଡେ ବିଲୁପ୍ତ ହୋଇଯାଇଛି । ଆର ଆଇ ଏବଂ ଅମିନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ସହ ଅନେକ ଭିତିରିକାମ ହୋଇଛି । ଯାହାକୁ ନେଇ ଆଜି ଲୋୟର ପିଏମ୍‌ଜିରେ ଧାରଣା ଦେଇଛନ୍ତି ଆଶାୟୀ ଛାତ୍ରଛାତ୍ରୀ । ଜଓ,ଇଜଓ,ଅମିନ,CDS ପରୀକ୍ଷା ବାତିଲ ଦାବିରେ ଗର୍ଜିଛନ୍ତି ଛାତ୍ରଛାତ୍ରୀ ।ବିଭ୍ରାଟରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲୁ ରହିବା ନେଇ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଫେଡରେସନ ।

ତଣ୍ଟି ଫଟାଇ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଆଶାୟୀ ଆଉ କହୁଛନ୍ତି ଆମେ ପାର୍ଟ ଟାଇମ୍ ଜବ୍ କିମ୍ବା ଭୀକ ମାଗି ଟଙ୍କା ଦେବୁ ଆପଣ ଚାକିରୀ ଦିଅନ୍ତୁ । ୨୪ ବର୍ଷ ସରକାର ପରେ ଏଥି କିଛି ପରିବର୍ତ୍ତନ ହେବ ବୋଲି ଅନେକ ଆଶା ରଖିଥିଲୁ କିନ୍ତୁ …

Advertisement

Leave a Reply

Your email address will not be published. Required fields are marked *