Pratidin TV

Odisha's Digital News Platform

ବିଜେଡି ଛାଡ଼ି ବିଜେପି ରେ ଯୋଗଦେଲେ କର୍ପୋରେଟର ..

1 min read

ପୁଣିଥରେ ବିଜେଡି କୁ ଲାଗିଲା ଜୋରଦାର ଝଟକା । ବିଜେପି ଛାଡିଲେ ଭୁବନେଶ୍ୱରର ୩୭ନଂ ଓ୍ବାର୍ଡର କର୍ପୋରେଟର । କର୍ପୋରେଟର ବନ୍ଦିତା ପାଲ୍‌ ଏବଂ ତାଙ୍କ ସ୍ବାମୀ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି।

ସ୍ବାଧୀନ ଭାବରେ ଜିତିବା ପରେ ବନ୍ଦିତା ବିଜେଡିରେ ସାମିଲ ହୋଇଥିଲେ। ରାଜନୈତିକ କାରଣ ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ତେବେ ବିଜେଡି ରୁ ଇସ୍ତଫା ଦେବାର କିଛି ସମୟପରେ ସେ ବଜେପି ରେ ସାମିଲ ହୋଇଛନ୍ତି  ।

Advertisement

Leave a Reply

Your email address will not be published. Required fields are marked *