Pratidin TV

Odisha's Digital News Platform

ରାଜ୍ୟରେ ଖସିଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୮୭୨ ଚିହ୍ନଟ

1 min read

ଭୁବନେଶ୍ୱର :ରାଜ୍ୟରେ କରୋନାର ମିଟର ହୁ ହୁ ହୋଇ ବଢୁଥିବା ବେଳେ ,ଆଜି ତାହ ହ୍ରାସ ପାଇଥିବା ସୂଚନା ମିଳୁଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୨ ଆକ୍ରାନ୍ତ ଚିହ୍ନଟ । ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୨ ବାହାରିଥିବା ବେଳେ ,ସ୍ଥାନୀୟ ସଂକ୍ରମଣରୁ ୩୬୦ ଜଣ ଆକ୍ରାନ୍ତ ଚିହ୍ନଟ । ୧୮ ବର୍ଷରୁ କମ ବର୍ଗ ଭିତରେ ୧୨୩ ଜଣ ଥିବା ସୂଚନା ମିଳିଛି ।


ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୨୮୨ ଜଣ , ସୁନ୍ଦରଗଡରୁ ୧୪୪,କଟକରୁ ୯୬,ମୟୁରଭଞରୁ ୫୯,ନୟାଗଡରୁ ୧୯,କୋରାପୁଟରୁ ୧୨,ଜଗତସିଂହପୁରରୁ ୧୬,ଯାଜପୁର ଓ ଝାରସୁଗୁଡାରୁ୧୨ ,କେନ୍ଦ୍ରାପଡାରୁ ୮,କନ୍ଧମାଳରୁ ଓ କଳାହାଣ୍ଡିରୁ ୫ଲେଖାଏଁ ,ଗଞାମରୁ ୮,ଦେଓଗଡରୁ୨,ଗଜପତିରୁ ୩,ଢେଙ୍କାନାଳରୁ ୧,କେଉଁଝରରୁ ୧,ଅନୁଗୁଳରୁ ୪,ବାଲେଶ୍ୱରରୁ ୮ ,ବରଗଡରୁ୯,ଭଦ୍ରକରୁ ୬,ବଲାଙ୍ଗିରରୁ ୭, ବୌଦ୍ଧରୁ ୧୧,ନୂଆପଡାରୁ ୭,ପୁରୀ ରୁ ୧୯,ରାୟଗଡାରୁ ୬,ସମ୍ବଲପୁରରୁ ୨୩, ସୋନପୁରରୁ ୨୬,ଷ୍ଟେଟପୁଲରୁ ୬୧ ଓ ସୁନ୍ଦରଗଡରୁ ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ।

Advertisement


ଏଥିସହ ସହ ରାଜ୍ୟରେ ମୋଟ ସକ୍ରିୟ ମାମାଲା ୫୬୯୬କୁ ବୃଦ୍ଧି ପାଇଥିବା ବେଳେ , ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୯ ହଜାର ୧୧୨ ରେ ପହଞ୍ଚିଛି ।ରାଜ୍ୟରେ ମୋଟ ସୁସ୍ଥ ହୋଇ ଫେରିଥିବା ସଂଖ୍ୟା ୧୨ଲକ୍ଷ ୮୪ ହଜାର ୨୩୫ ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *